ପରଦାକୁ ଆସିଲା ଓଡ଼ିଆ ଫିଲ୍ମ ‘ସାତ ଜନମର ସାଥୀ’

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ସାତ ଜନମର ସାଥୀ’ ରିଲିଜ୍‌ ହୋଇଛି। ସମ୍ପୂର୍ଣ୍ଣ ଓଡ଼ିଆ ପାରିବାରିକ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦୁଷ୍ମନ୍ତ ଓ ରୁପାଲିଙ୍କୁ ଦେଖିବାକୁ ମିଳିଛି। କାହାଣୀ, ସଙ୍ଗୀତ ଓ ସଂଳାପ ଦୃଷ୍ଟିରୁ ଫିଲ୍ମଟି ବେଶ୍‌ ଭଲ ହୋଇଥିବା ପ୍ରଯୋଜନା ସଂସ୍ଥା କହିଛି। ତେଣୁ ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି। ପୁଷ୍ପିତା ଶୁଳ୍କାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦନ ଓ ପ୍ରଶାନ୍ତ।

sata

sata

Rakesh Mallick
  • Published: Friday, 26 August 2016
  • Updated: 26 August 2016, 08:46 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ‘ସାତ ଜନମର ସାଥୀ’ ରିଲିଜ୍‌ ହୋଇଛି। ସମ୍ପୂର୍ଣ୍ଣ ଓଡ଼ିଆ ପାରିବାରିକ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଦୁଷ୍ମନ୍ତ ଓ ରୁପାଲିଙ୍କୁ ଦେଖିବାକୁ ମିଳିଛି। କାହାଣୀ, ସଙ୍ଗୀତ ଓ ସଂଳାପ ଦୃଷ୍ଟିରୁ ଫିଲ୍ମଟି ବେଶ୍‌ ଭଲ ହୋଇଥିବା ପ୍ରଯୋଜନା ସଂସ୍ଥା କହିଛି। ତେଣୁ ଏହା ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା କରାଯାଉଛି। ପୁଷ୍ପିତା ଶୁଳ୍କାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦନ ଓ ପ୍ରଶାନ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos