ଇଷ୍ଟାଗ୍ରାମରେ ଆନନ୍ଦ ଆହୁଜାଙ୍କ ସହ ଭିଡ଼ିଓ ସେୟାର କଲେ ସୋନମ

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ସୋନମ କପୁର ତାଙ୍କର ବୟଫେଣ୍ଡ କୁହାଯାଉଥିବା ଆନନ୍ଦ ଆହୁଜାଙ୍କ ସହ ନଜର ଆସୁଛନ୍ତି। ଏବେ ଇଷ୍ଟାଗ୍ରାମରେ ସୋନମ ଆନନ୍ଦଙ୍କ ସହିତ ଥିବା ଏକ ଭିଡ଼ିଓ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡ଼ିଓରେ ସୋନମଙ୍କୁ ସ୍ମାଇଲ କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓର କ୍ୟାପସନରେ ସୋନମ ‘ହର ଚିଜ୍‌ ଅଛେ ହୋଗି’ ବୋଲି ଲେଖିଛନ୍ତି।

sonam-kapoor-anand-ahuja

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 03:18 PM IST

ମୁମ୍ବାଇ: ବଲିଉଡର ଚୁଲବୁଲି ଅଭିନେତ୍ରୀ ସୋନମ କପୁର ତାଙ୍କର ବୟଫେଣ୍ଡ କୁହାଯାଉଥିବା ଆନନ୍ଦ ଆହୁଜାଙ୍କ ସହ ନଜର ଆସୁଛନ୍ତି। ଏବେ ଇଷ୍ଟାଗ୍ରାମରେ ସୋନମ ଆନନ୍ଦଙ୍କ ସହିତ ଥିବା ଏକ ଭିଡ଼ିଓ ସେୟାର କରି ଚର୍ଚ୍ଚାକୁ ଆସିଛନ୍ତି। ଭିଡ଼ିଓରେ ସୋନମଙ୍କୁ ସ୍ମାଇଲ କରୁଥିବା ଦେଖିବାକୁ ମିଳୁଛି।

ଏହି ଭିଡିଓର କ୍ୟାପସନରେ ସୋନମ ‘ହର ଚିଜ୍‌ ଅଛେ ହୋଗି’ ବୋଲି ଲେଖିଛନ୍ତି।

Related story