କୋଭିଡ୍‌ରେ ଚାଲିଗଲେ ଭାଇ, ବେଡ୍‌ ପାଇଁ ଅନୁରୋଧ କରିଥିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ଅଭିନେତ୍ରୀ ପିୟା ବାଜପେୟୀଙ୍କ ଭାଇଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ପିୟା। ସେ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ସୋଶାଲ୍ ମିଡିଆରେ ଦେବାର ପ୍ରାୟ ୨ ଘଣ୍ଟା ପୂର୍ବରୁ ଆଉ ଏକ ଟ୍ୱିଟ୍ କରିଥିଲେ। ସକାଳ ୬ଟା ୪୫ରେ ପିୟା କରିଥିବା ଏହି ଟ୍ୱିଟ୍‌ରେ ତାଙ୍କ ଭାଇଙ୍କ ପାଇଁ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟର ଯୁକ୍ତ ଏକ ବେଡ୍ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ଏମିତିକି ସେ ଏକ ମୋବାଇଲ୍ […]

Pia Bajpiee

Pia Bajpiee

Niharika Rout
  • Published: Tuesday, 04 May 2021
  • Updated: 04 May 2021, 02:05 PM IST

Sports

Latest News

ନୂଆଦିଲ୍ଲୀ: ଅଭିନେତ୍ରୀ ପିୟା ବାଜପେୟୀଙ୍କ ଭାଇଙ୍କର କରୋନାରେ ମୃତ୍ୟୁ ହୋଇଯାଇଛି। ଆଜି ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ପିୟା।

ସେ ତାଙ୍କ ଭାଇଙ୍କ ମୃତ୍ୟୁ ଖବର ସୋଶାଲ୍ ମିଡିଆରେ ଦେବାର ପ୍ରାୟ ୨ ଘଣ୍ଟା ପୂର୍ବରୁ ଆଉ ଏକ ଟ୍ୱିଟ୍ କରିଥିଲେ। ସକାଳ ୬ଟା ୪୫ରେ ପିୟା କରିଥିବା ଏହି ଟ୍ୱିଟ୍‌ରେ ତାଙ୍କ ଭାଇଙ୍କ ପାଇଁ ହସ୍‌ପିଟାଲ୍‌ରେ ଭେଣ୍ଟିଲେଟର ଯୁକ୍ତ ଏକ ବେଡ୍ ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। ଏମିତିକି ସେ ଏକ ମୋବାଇଲ୍ ନମ୍ବର ମଧ୍ୟ ଦେଇଥିଲେ। ଫରୁଖାବାଦର କାୟାମଗଞ୍ଜ ବ୍ଲକରେ ଥିବା ତାଙ୍କ ଭାଇଙ୍କ ପାଇଁ ତୁରନ୍ତ ଏକ ଭେଣ୍ଟିଲେଟର ସୁବିଧାଥିବା ବେଡ୍ ଆବଶ୍ୟକ ବୋଲି ଲେଖିଥିଲେ। କେହି ଚିହ୍ନାଜଣା ଥିଲେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ପୂରା ପରିବାର ବ୍ୟସ୍ତ ହୋଇପଡ଼ିଥିବା କଥା ବି ସେ ଲେଖିଥିଲେ।

ବିଜେପି ନେତା ତେଜିନ୍ଦର ପାଲ ସିଂହ ବଗ୍ଗାଙ୍କୁ ବି ସେ ସାହାଯ୍ୟ କରିବାକୁ ଅନୁରୋଧ କରିଥିଲେ। ତେଜିନ୍ଦର ତାଙ୍କ ସହିତ ଫୋନ୍ ଯୋଗେ କଥା ମଧ୍ୟ ହୋଇଥିଲେ। କିନ୍ତୁ ସେ ବି ପିୟାଙ୍କୁ କିଛି ସାହାଯ୍ୟ କରିପାରିଲେ ନାହିଁ।

ଏହା ପରେ ସକାଳ ୯ଟା ୧୫ ମିନିଟ୍‌ରେ ସେ ଆଉ ଏକ ଟ୍ୱିଟ୍ କରି ତାଙ୍କ ଭାଇଙ୍କର ମୃତ୍ୟୁ ଘଟିଥିବା ସେ ଜଣାଇଥିଲେ। ପିୟା ବାଜପେୟୀ ମୁଖ୍ୟତଃ ତାମିଲ ଓ ତେଲୁଗୁ ଫିଲ୍ମରେ କାମ କରନ୍ତି।

ସୂଚନାଯୋଗ୍ୟ, ରବିବାର ବଲିଉଡ୍ ଅଭିନେତ୍ରୀ ଭୂମି ପେଡନେକର ସୋଶାଲ୍ ମିଡିଆ ମାଧ୍ୟମରେ ସୂଚନା ଦେଇଥିଲେ ଯେ କରୋନାରେ ସେ ତାଙ୍କ ଦୁଇ ଜଣ ନିକଟତମ ସଂପର୍କୀୟଙ୍କୁ ହରାଇ ସାରିଲେଣି।

ଅନ୍ୟପକ୍ଷରେ ଟେଲିଭିନ ଅଭିନେତା ଅନିରୁଦ୍ଧ ଦାବେ ଏବେ ମଧ୍ୟ ପ୍ରଦେଶର ରାଜଧାନୀ ଭୋପାଳର ଏକ ହସ୍‌ପିଟାଲ୍‌ରେ ଆଇସିୟୁରେ ଅଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story