ସିନେମାରେ ହିରୋ-ହିରୋଇନ୍‌ଙ୍କୁ କେମିତି ନଚାନ୍ତି ପ୍ରଭୁଦେବା, ଦେଖନ୍ତୁ ଭିଡିଓ

<p>ଭୁବନେଶ୍ୱର:ସେ ବଲିଉଡ୍&zwnj; ହେଉକି ଦକ୍ଷିଣ ସିନେମା ଶ୍ରେଷ୍ଠ କୋରିଓ ଗ୍ରାଫର ଭାବେ ପ୍ରଭୁ ଦେବାଙ୍କ ତୁଳନା ନାହିଁ। ବିଶ୍ୱ ନୃତ୍ୟ ଜଗତର ବାଦ୍&zwnj;ସାହା ଭାବେ ପରିଚିତ ମାଇକେଲ ଜାକ୍&zwnj;ସନଙ୍କ ସହ ତୁଳନା କରାଯାଏ। ଅନେକ ହୋରୋ ହିରୋଇନ୍&zwnj;ଙ୍କ ପାଇଁ କୋରିଓଗ୍ରାଫି କରି ଦର୍ଶକଙ୍କୁ ଦମଦାର ମନୋରଞ୍ଜର ଖୋରାକ ଯୋଗାଇ ଦେଇଛନ୍ତି ସେ । ତେବେ ଆପଣ ପ୍ରଭୁଦେବାଙ୍କୁ ପରଦାରେ ନୃତ୍ୟ ଏବଂ&nbsp; ଅଭିନୟ କରିଥିବାର ଦେଖିଥିବେ।</p> <p>ତେବେ ପରଦା ପଛରେ ପ୍ରଭୁ ଦେବା କେମିତି ରିହରସଲ କରନ୍ତି ଆଉ କିଭଳି ନୃତ୍ୟ ନିର୍ଦ୍ଦେଶନା ଦିଅନ୍ତି ସେ ଦୃଶ୍ୟକୁ ମଧ୍ୟ ଆପଣ ୟୁ-ଟ୍ୟୁବ୍&zwnj;ରେ ଦେଖିଥିବେ। ଆଜି ଆମେ ସେମିତି ଏକ ଭିଡିଓ ଆପଣଙ୍କୁ ଦେଖାଇବୁ । ଯାହା ସୋସିଆଲ ମିଡିଆରେ ଖୁବ୍&zwnj; ଭାଇରାଲ ହେଉଛି। ଫେସବୁକ୍&zwnj;ରେ ଏହା ଖୁବ୍&zwnj; ଲୋକପ୍ରିୟ ମଧ୍ୟ ହୋଇପାରିଛି। ୨୦୧୬ରେ ବଲିଉଡ ଅଭିନେତା ସୁନୁ ସୋଡ଼ଙ୍କ ପ୍ରଯୋଜିତ ତୁଟକା ତୁଟକା ତୁତିୟା ସିନେମା ରିଲିଜ୍&zwnj; ହୋଇଥିଲା। ସେଥିରେ ଏକ ଗୀତରେ ପ୍ରଭୁଦେବା ନୃତ୍ୟ ନିର୍ଦ୍ଦଶନା ଦେଇଥିଲେ। ତେବେ କେମିତି ଥିଲା ସେହି ନୃତ୍ୟ ନିର୍ଦ୍ଦଶନା ଦେଖନ୍ତୁ ଭିଡିଓ।</p>

Ordigital Desk
  • Published: Sunday, 14 January 2018
  • Updated: 14 January 2018, 05:50 PM IST

Sports

Latest News

<p>ଭୁବନେଶ୍ୱର:ସେ ବଲିଉଡ୍&zwnj; ହେଉକି ଦକ୍ଷିଣ ସିନେମା ଶ୍ରେଷ୍ଠ କୋରିଓ ଗ୍ରାଫର ଭାବେ ପ୍ରଭୁ ଦେବାଙ୍କ ତୁଳନା ନାହିଁ। ବିଶ୍ୱ ନୃତ୍ୟ ଜଗତର ବାଦ୍&zwnj;ସାହା ଭାବେ ପରିଚିତ ମାଇକେଲ ଜାକ୍&zwnj;ସନଙ୍କ ସହ ତୁଳନା କରାଯାଏ। ଅନେକ ହୋରୋ ହିରୋଇନ୍&zwnj;ଙ୍କ ପାଇଁ କୋରିଓଗ୍ରାଫି କରି ଦର୍ଶକଙ୍କୁ ଦମଦାର ମନୋରଞ୍ଜର ଖୋରାକ ଯୋଗାଇ ଦେଇଛନ୍ତି ସେ । ତେବେ ଆପଣ ପ୍ରଭୁଦେବାଙ୍କୁ ପରଦାରେ ନୃତ୍ୟ ଏବଂ&nbsp; ଅଭିନୟ କରିଥିବାର ଦେଖିଥିବେ।</p><p>ତେବେ ପରଦା ପଛରେ ପ୍ରଭୁ ଦେବା କେମିତି ରିହରସଲ କରନ୍ତି ଆଉ କିଭଳି ନୃତ୍ୟ ନିର୍ଦ୍ଦେଶନା ଦିଅନ୍ତି ସେ ଦୃଶ୍ୟକୁ ମଧ୍ୟ ଆପଣ ୟୁ-ଟ୍ୟୁବ୍&zwnj;ରେ ଦେଖିଥିବେ। ଆଜି ଆମେ ସେମିତି ଏକ ଭିଡିଓ ଆପଣଙ୍କୁ ଦେଖାଇବୁ । ଯାହା ସୋସିଆଲ ମିଡିଆରେ ଖୁବ୍&zwnj; ଭାଇରାଲ ହେଉଛି। ଫେସବୁକ୍&zwnj;ରେ ଏହା ଖୁବ୍&zwnj; ଲୋକପ୍ରିୟ ମଧ୍ୟ ହୋଇପାରିଛି। ୨୦୧୬ରେ ବଲିଉଡ ଅଭିନେତା ସୁନୁ ସୋଡ଼ଙ୍କ ପ୍ରଯୋଜିତ ତୁଟକା ତୁଟକା ତୁତିୟା ସିନେମା ରିଲିଜ୍&zwnj; ହୋଇଥିଲା। ସେଥିରେ ଏକ ଗୀତରେ ପ୍ରଭୁଦେବା ନୃତ୍ୟ ନିର୍ଦ୍ଦଶନା ଦେଇଥିଲେ। ତେବେ କେମିତି ଥିଲା ସେହି ନୃତ୍ୟ ନିର୍ଦ୍ଦଶନା ଦେଖନ୍ତୁ ଭିଡିଓ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos