ସିନେମାରେ ହିରୋ-ହିରୋଇନ୍‌ଙ୍କୁ କେମିତି ନଚାନ୍ତି ପ୍ରଭୁଦେବା, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର:ସେ ବଲିଉଡ୍‌ ହେଉକି ଦକ୍ଷିଣ ସିନେମା ଶ୍ରେଷ୍ଠ କୋରିଓ ଗ୍ରାଫର ଭାବେ ପ୍ରଭୁ ଦେବାଙ୍କ ତୁଳନା ନାହିଁ। ବିଶ୍ୱ ନୃତ୍ୟ ଜଗତର ବାଦ୍‌ସାହା ଭାବେ ପରିଚିତ ମାଇକେଲ ଜାକ୍‌ସନଙ୍କ ସହ ତୁଳନା କରାଯାଏ। ଅନେକ ହୋରୋ ହିରୋଇନ୍‌ଙ୍କ ପାଇଁ କୋରିଓଗ୍ରାଫି କରି ଦର୍ଶକଙ୍କୁ ଦମଦାର ମନୋରଞ୍ଜର ଖୋରାକ ଯୋଗାଇ ଦେଇଛନ୍ତି ସେ । ତେବେ ଆପଣ ପ୍ରଭୁଦେବାଙ୍କୁ ପରଦାରେ ନୃତ୍ୟ ଏବଂ  ଅଭିନୟ କରିଥିବାର ଦେଖିଥିବେ।

ତେବେ ପରଦା ପଛରେ ପ୍ରଭୁ ଦେବା କେମିତି ରିହରସଲ କରନ୍ତି ଆଉ କିଭଳି ନୃତ୍ୟ ନିର୍ଦ୍ଦେଶନା ଦିଅନ୍ତି ସେ ଦୃଶ୍ୟକୁ ମଧ୍ୟ ଆପଣ ୟୁ-ଟ୍ୟୁବ୍‌ରେ ଦେଖିଥିବେ। ଆଜି ଆମେ ସେମିତି ଏକ ଭିଡିଓ ଆପଣଙ୍କୁ ଦେଖାଇବୁ । ଯାହା ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଫେସବୁକ୍‌ରେ ଏହା ଖୁବ୍‌ ଲୋକପ୍ରିୟ ମଧ୍ୟ ହୋଇପାରିଛି। ୨୦୧୬ରେ ବଲିଉଡ ଅଭିନେତା ସୁନୁ ସୋଡ଼ଙ୍କ ପ୍ରଯୋଜିତ ତୁଟକା ତୁଟକା ତୁତିୟା ସିନେମା ରିଲିଜ୍‌ ହୋଇଥିଲା। ସେଥିରେ ଏକ ଗୀତରେ ପ୍ରଭୁଦେବା ନୃତ୍ୟ ନିର୍ଦ୍ଦଶନା ଦେଇଥିଲେ। ତେବେ କେମିତି ଥିଲା ସେହି ନୃତ୍ୟ ନିର୍ଦ୍ଦଶନା ଦେଖନ୍ତୁ ଭିଡିଓ।

ସିନେମାରେ କେମିତି ପ୍ରଭୁଦେବା କରନ୍ତି ରିହରସଲ ଦେଖନ୍ତୁ ଭିଡିଓ

ସିନେମାରେ କେମିତି ପ୍ରଭୁଦେବା କରନ୍ତି ରିହରସଲ ଦେଖନ୍ତୁ ଭିଡିଓ

Odisha Reporter यांनी वर पोस्ट केले रविवार, १४ जानेवारी, २०१८