ଅଣ୍ଟା ଭଲ କରିବାକୁ ଯାଇଥିଲେ, ପ୍ରେମରେ ପଡ଼ି ବାହା ହେଇଗଲେ ପ୍ରଭୁ

ମୁମ୍ବାଇ: ପ୍ରଖ୍ୟାତ କୋରିଓଗ୍ରାଫର ପ୍ରଭୁ ଦେବା ଗୁପ୍ତ ଭାବେ ଦ୍ୱିତୀୟ ବିବାହ କରିଛନ୍ତି। କିଛି ଦିନ ତଳେ ସେ ତାଙ୍କ ଭାଣେଜୀଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଖବର ପ୍ରକାଶ ପାଇଥିଲେ। କିନ୍ତୁ ପ୍ରଭୁ ସମସ୍ତଙ୍କୁ ଚକମା ଦେଇ ବିହାର ଜଣେ ଫିଜିଓଥେରାପିଷ୍ଟକୁ ଗତ ସେପ୍ଟେମ୍ବର ମାସରେ ବିବାହ କରିସାରିଛନ୍ତି। ପ୍ରଭୁ ଦେବାଙ୍କ ଏହି ବିବାହ କାର୍ଯ୍ୟକ୍ରମ ମୁମ୍ବାଇ ସ୍ଥିତ ଗ୍ରୀନ ଏକର ବାସଭବନରେ ହୋଇଥିଲା। ବାହାଘର ପରେ ନବ ଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ସେପ୍ଟେମ୍ବରରେ […]

p

p

Hemant Lenka
  • Published: Friday, 20 November 2020
  • Updated: 20 November 2020, 12:44 PM IST

Sports

Latest News

ମୁମ୍ବାଇ: ପ୍ରଖ୍ୟାତ କୋରିଓଗ୍ରାଫର ପ୍ରଭୁ ଦେବା ଗୁପ୍ତ ଭାବେ ଦ୍ୱିତୀୟ ବିବାହ କରିଛନ୍ତି। କିଛି ଦିନ ତଳେ ସେ ତାଙ୍କ ଭାଣେଜୀଙ୍କୁ ଦ୍ୱିତୀୟ ବିବାହ କରିବେ ବୋଲି ଖବର ପ୍ରକାଶ ପାଇଥିଲେ। କିନ୍ତୁ ପ୍ରଭୁ ସମସ୍ତଙ୍କୁ ଚକମା ଦେଇ ବିହାର ଜଣେ ଫିଜିଓଥେରାପିଷ୍ଟକୁ ଗତ ସେପ୍ଟେମ୍ବର ମାସରେ ବିବାହ କରିସାରିଛନ୍ତି।

ପ୍ରଭୁ ଦେବାଙ୍କ ଏହି ବିବାହ କାର୍ଯ୍ୟକ୍ରମ ମୁମ୍ବାଇ ସ୍ଥିତ ଗ୍ରୀନ ଏକର ବାସଭବନରେ ହୋଇଥିଲା। ବାହାଘର ପରେ ନବ ଦମ୍ପତି ଏବେ ଚେନ୍ନାଇରେ ରହୁଛନ୍ତି। ସେପ୍ଟେମ୍ବରରେ ବାହାଘର ହୋଇଥିଲେ ହେଁ ପ୍ରଭୁ ଦେବା ପୂରା ଘଟଣାକୁ ଗୁପ୍ତ ଭାବେ ରଖିଥିଲେ।

ସୂଚନା ଅନୁସାରେ, ପ୍ରଭୁ ଦେବାଙ୍କ ଅଣ୍ଟାରେ ସାମାନ୍ୟ ସମସ୍ୟା ଦେଖାଦେଇଥିଲା। ଏହି କାରଣରୁ ସେ ଚିକିତ୍ସା ପାଇଁ ଜଣେ ମହିଳା ଫିଜିଓ ଥେରାପିଷ୍ଟଙ୍କ ପାଖକୁ ଯାଇଥିଲେ। ଚିକିତ୍ସା ଚାଲିଥିବା ବେଳେ ପ୍ରଭୁ ସେହି ଫିଜିଓ ଥେରାପିଷ୍ଟଙ୍କ ପ୍ରେମରେ ପଡ଼ିଥିଲେ। ଧୀରେଧୀରେ ଉଭୟ ଡେଟିଂ ଓ ଚ୍ୟାଟିଂ ଆରମ୍ଭ କରିଥିଲେ। ସମୟକ୍ରମେ ଏହି ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା ଓ ଉଭୟ ବିବାହ କରିବାକୁ ସ୍ଥିର କରିଥିଲେ। ଶେଷରେ ସେପ୍ଟେମ୍ବର ମାସରେ ଉଭୟ ଗୁପ୍ତ ଭାବେ ପରସ୍ପରକୁ ବିବାହ କରିଛନ୍ତି।

ପ୍ରଭୁ ଦେବା ପୂର୍ବରୁ ୧୯୯୫ ମସିହାରେ ରାମଲତା ଓରଫ ଲତାଙ୍କୁ ବିବାହ କରିଥିଲେ। ଉଭୟଙ୍କର ୩ଟି ସନ୍ତାନ ରହିଥିଲେ। ୨୦୦୮ରେ ପ୍ରଭୁ ଓ ଲତାଙ୍କ ବଡ଼ ପୁଅ କ୍ୟାନସରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ୨୦୧୦ରେ ପ୍ରଭୁ ସାଉଥ ହିରୋଇନ ନୟନତାରାଙ୍କ ସହ କାମ ଆରମ୍ଭ କରିଥିଲେ।

ପରବର୍ତ୍ତୀ ଅବସ୍ଥାରେ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଲତା ଏ ସମ୍ପର୍କରେ ଜାଣିବା ପରେ ଆମରଣ ଅନଶନ ଆରମ୍ଭ କରିବାକୁ ଧମକ ଦେଇଥିଲେ। ବିବାଦ ପରେ ତୀବ୍ର ରୂପ ନେଇଥିଲା।  ଶେଷରେ ପ୍ରଭୁ ୨୦୧୧ରେ ପତ୍ନୀ ରାମଲତାଙ୍କ ଠାରୁ ଅଲଗା ହୋଇଯାଇଥିଲେ। ଅଭିନେତ୍ରୀ ନୟନତାରାଙ୍କ ସହିତ ପ୍ରଭୁ ଦେବାଙ୍କ ସଂପର୍କ ମଧ୍ୟ ଅଧିକ ଦିନ ତିଷ୍ଠି ପାରିନଥିଲା। ୨୦୧୨ରେ ନୟନତାରା ବି ପ୍ରଭୁଙ୍କଠାରୁ ଦୂରେଇ ଯାଇଥିଲେ।

ପ୍ରଭୁ ଦେବା ଏବେ ସଲମାନ ଖାନଙ୍କୁ ଫିଲ୍ମ ‘ରାଧେ’ରେ କାମ କରୁଛନ୍ତି। ସେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ସଲମାନଙ୍କ ଫିଲ୍ମ ‘ଦବଙ୍ଗ-୩’ର ନିର୍ଦ୍ଦେଶନା ମଧ୍ୟ ପ୍ରଭୁ ଦେବା ଦେଇଥିଲେ। ସେହିପରି ଆଗକୁ ସାଉଥର କିଛି ଫିଲ୍ମରେ ପ୍ରଭୁଙ୍କୁ ଲିଡ୍ ରୋଲରେ ଦେଖିବାକୁ ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story