‘ଦ କପିଲ ଶର୍ମା ଶୋ’କୁ ଫେରିଲେ ଚନ୍ଦୁ ଚା’ ଦୋକାନୀ

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ‘ଦ କପିଲ ଶର୍ମା ସୋ’କୁ ଫେରିଛନ୍ତି ଚନ୍ଦନ ପ୍ରଭାକର। ଜବରଦସ୍ତ ଢଙ୍ଗରେ ସେ ଶୋ’ରେ ଏଣ୍ଟ୍ରି କରିଛନ୍ତି ଓ ନିଜର ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି। ଦର୍ଶକ ଓ ନବଜୋତ ସିଂହ ସିଦ୍ଧୁ ତାଙ୍କୁ ଛିଡ଼ା ହୋଇ ଶୋ’କୁ ସ୍ୱାଗତ କରିଥିଲେ। କପିଲ ଶର୍ମା ବି ପୁରୁଣା ବନ୍ଧୁଙ୍କୁ ପାଇଁ ବେଶ୍ ଖୁସି ଥିଲେ। ଏତିକି ବେଳେ ବ୍ୟାକ୍‌ ଗ୍ରାଉଣ୍ଡରେ ‘ଅପନେ ତୋ ବସ୍ ଅପନେ ହୋତେ ହେଁ’। ଚନ୍ଦନ […]

chandan

chandan

Rakesh Mallick
  • Published: Saturday, 01 July 2017
  • Updated: 01 July 2017, 02:20 PM IST

Sports

Latest News

ମୁମ୍ବାଇ: ଦର୍ଶକଙ୍କ ପାଇଁ ଖୁସି ଖବର। ‘ଦ କପିଲ ଶର୍ମା ସୋ’କୁ ଫେରିଛନ୍ତି ଚନ୍ଦନ ପ୍ରଭାକର। ଜବରଦସ୍ତ ଢଙ୍ଗରେ ସେ ଶୋ’ରେ ଏଣ୍ଟ୍ରି କରିଛନ୍ତି ଓ ନିଜର ସେକେଣ୍ଡ ଇନିଂସ ଆରମ୍ଭ କରିଛନ୍ତି। ଦର୍ଶକ ଓ ନବଜୋତ ସିଂହ ସିଦ୍ଧୁ ତାଙ୍କୁ ଛିଡ଼ା ହୋଇ ଶୋ’କୁ ସ୍ୱାଗତ କରିଥିଲେ। କପିଲ ଶର୍ମା ବି ପୁରୁଣା ବନ୍ଧୁଙ୍କୁ ପାଇଁ ବେଶ୍ ଖୁସି ଥିଲେ। ଏତିକି ବେଳେ ବ୍ୟାକ୍‌ ଗ୍ରାଉଣ୍ଡରେ ‘ଅପନେ ତୋ ବସ୍ ଅପନେ ହୋତେ ହେଁ’।

ଚନ୍ଦନ ପ୍ରଭାକର ଚନ୍ଦୁ ଚା ବାଲା ନାଁରେ ଜଣାଶୁଣା। ସେ କପିଲଙ୍କ ଶୋରେ ଚା’ ଦୋକାନୀ ଭୂମିକାରେ ଅଭିନୟ କରନ୍ତି।

ଅଷ୍ଟ୍ରେଲିଆରୁ ଫେରିବା ବେଳେ କପିଲଙ୍କ ଖରାପ ବ୍ୟବହାର ଯୋଗୁଁ ସୁନୀଲ ଗ୍ରୋଭର ଓ ଚନ୍ଦନ ପ୍ରଭାକର ଶୋ’ ଛାଡ଼ି ଦେଇଥିଲେ। ସୁନୀଲ ଆଉ ଶୋକୁ ଫେରିବେ ନାହିଁ ବୋଲି କହି ଦେଇଛନ୍ତି। କପିଲ ସେମାନଙ୍କୁ ମାଡ଼ ମାରି ଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏହା ପରେ କପିଲ ବିବାଦୀୟ ହୋଇପଡ଼ିଥିଲେ ଓ ଶୋ’ ପରେ ଏହାର ଖରାପ ପ୍ରଭାବ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story