ଗୋଆରେ ନୂଆବର୍ଷ ପାଳିବେ ପ୍ରିୟଙ୍କା

ମୁମ୍ବାଇ: ଏଥର ଗୋଆରେ ନୂଆବର୍ଷ ପାଳନ କରିବେ ପ୍ରିୟଙ୍କା ଚୋପ୍ରା। ପରିବାର ଓ ସାଙ୍ଗମାନଙ୍କ ସହ ସେ ନୂଆବର୍ଷ ପାଳନ କରିବେ। ପ୍ରିୟଙ୍କା କହିଛନ୍ତି ଯେ ସେ ନୂଆବର୍ଷରେ କିଛି ପ୍ରତିଜ୍ଞା କରନ୍ତି ନାହିଁ। କାରଣ ସେଗୁଡ଼ିକୁ କାମରେ କରିବା କଷ୍ଟକର ହୋଇପଡ଼େ। ସେ କହିଛନ୍ତି,“ମୁଁ ଜାନୁଆରୀ ଏକ ତାରିଖରେ ପ୍ରତିଜ୍ଞା ନିଏ, ଆଉ ଜାନୁଆରୀ ତିନି ତାରିଖରେ ତାହା ଭାଙ୍ଗି ଯାଏ।”

priyanka

Rakesh Mallick
  • Published: Wednesday, 28 December 2016
  • , Updated: 28 December 2016, 01:40 PM IST

ମୁମ୍ବାଇ: ଏଥର ଗୋଆରେ ନୂଆବର୍ଷ ପାଳନ କରିବେ ପ୍ରିୟଙ୍କା ଚୋପ୍ରା। ପରିବାର ଓ ସାଙ୍ଗମାନଙ୍କ ସହ ସେ ନୂଆବର୍ଷ ପାଳନ କରିବେ।

ପ୍ରିୟଙ୍କା କହିଛନ୍ତି ଯେ ସେ ନୂଆବର୍ଷରେ କିଛି ପ୍ରତିଜ୍ଞା କରନ୍ତି ନାହିଁ। କାରଣ ସେଗୁଡ଼ିକୁ କାମରେ କରିବା କଷ୍ଟକର ହୋଇପଡ଼େ।

ସେ କହିଛନ୍ତି,“ମୁଁ ଜାନୁଆରୀ ଏକ ତାରିଖରେ ପ୍ରତିଜ୍ଞା ନିଏ, ଆଉ ଜାନୁଆରୀ ତିନି ତାରିଖରେ ତାହା ଭାଙ୍ଗି ଯାଏ।”

Related story