ମେକ୍‌ଅପ୍‌ କମାଅ, ଖରାପ ଦିଶୁଛ: ପ୍ରିୟଙ୍କାଙ୍କୁ କମେଣ୍ଟ

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଉଭୟ ବଲିଉଡର ଓ ହଲିଉଡରେ ବେଶ ସକ୍ରିୟ ଅଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ ରହୁଛନ୍ତି। ନିକଟରେ ନୋବେଲ ପୁରସ୍କାର ବିଜୟିନୀ ମଲଲା ୟୁସୁଫଙ୍କ ସହ ଏକ ଫଟୋ ସେୟାର କରି ବେଶ୍ ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା। ଏବେ ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ବହୁତ ଲୋକ ତାଙ୍କୁ ଏହି ପୋଷ୍ଟରେ ଟ୍ରୋଲ କରୁଥିବା […]

Rakesh Mallick
  • Published: Friday, 06 October 2017
  • Updated: 06 October 2017, 08:19 PM IST

Sports

Latest News

ମୁମ୍ବାଇ: ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ଉଭୟ ବଲିଉଡର ଓ ହଲିଉଡରେ ବେଶ ସକ୍ରିୟ ଅଛନ୍ତି। ଆଜିକାଲି ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ ରହୁଛନ୍ତି। ନିକଟରେ ନୋବେଲ ପୁରସ୍କାର ବିଜୟିନୀ ମଲଲା ୟୁସୁଫଙ୍କ ସହ ଏକ ଫଟୋ ସେୟାର କରି ବେଶ୍ ଚର୍ଚ୍ଚାରେ ରହିଥିଲେ ପ୍ରିୟଙ୍କା। ଏବେ ନିକଟରେ ପ୍ରିୟଙ୍କା ଇନଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ସେୟାର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତେବେ ବହୁତ ଲୋକ ତାଙ୍କୁ ଏହି ପୋଷ୍ଟରେ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି। ଅଧିକ ମେକ୍‌ଅପ୍‌ ପାଇଁ ତାଙ୍କୁ ଏପରି ଟ୍ରୋଲ କରାଯାଉଛି। ଅତ୍ୟଧିକ  ମେକ୍‌ଅପ୍‌ ଯୋଗୁଁ ସେ ବହୁତ ଖରାପ ଦିଶୁଥିବା କିଛି ଲୋକ କମେଣ୍ଟ ଦେଇଛନ୍ତି।

ତେବେ ଏପରି କମେର୍ଟ ପ୍ରିୟଙ୍କାଙ୍କ ପାଇଁ ନୂଆ ନୁହେଁ। ସିରିଆ ଯୁଦ୍ଧରେ ପୀଡ଼ିତ ପିଲାଙ୍କୁ ସାହାଯ୍ୟ କରିବା ନେଇ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ପ୍ରିୟଙ୍କା ଟ୍ରୋଲର ଶିକାର ହୋଇଥିଲେ। ଏଥିରେ ତାଙ୍କ ଫଟୋରେ କମେଣ୍ଟ ଦେଇ ଜଣେ ଲେଖିଥିଲେ ଯେ ମୁଁ ଆପଣଙ୍କୁ ନିବେଦନ କରୁଛି ଆପଣ ଭାରତର ସେହି ଅଞ୍ଚଳକୁ ଥରେ ଯାଆନ୍ତୁ ଯେଉଁଠାରେ କୁପୋଷଣର ଶିକାର ହୋଇ ଛୋଟ ଛୋଟ ପିଲା ହଇରାଣ ହେଉଛନ୍ତି।

ସୋସିଆଲି ମିଡିଆରେ ବଲିଉଡ ଷ୍ଟାରଙ୍କୁ ଟ୍ରୋଲ କରିବା କଛି ନୂଆ କଥା ନୁହେଁ। ଏପରି ଅନେକ କଳାକାର ସୋସିଆଲ ମିଡିଆରେ ବହୁ ସମୟରେ ଟ୍ରୋଲର ଶିକାର ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story