‘ଖରାପ ହେବାର ମଜା ଅଲଗା’

ମୁମ୍ବାଇ: ‘ଖରାପ ହେବାର ମଜା ଅଲଗା’। ଗତକାଲି ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚ୍ରୋପା ଏହା କହିଛନ୍ତି। ପ୍ରିୟଙ୍କାଙ୍କ ଆଗାମୀ ହଲିଉଡ୍‌ ଫିଲ୍ମ ‘ବୋୱଞ୍ଚ’ରେ ସେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି। ପ୍ରିୟଙ୍କା  ଇନଷ୍ଟାଗ୍ରାମରେ ଡେବନ ଜେନସନ୍‌, ଜେକ୍‌ ଇରାଫାନ୍‌, ଆଲେକ ଜାଣ୍ଡର ଦେଧୋରିଆ, ଫେଲୀ ରୋବାକ୍‌ ଓ ଜନ୍‌ଙ୍କ ସହ ଏକ ଫଟୋ ସେୟାର କରିବା ସହ ଏହା ଲେଖିଛନ୍ତି।

priyanka

Rakesh Mallick
  • Published: Thursday, 30 March 2017
  • , Updated: 30 March 2017, 11:11 AM IST

ମୁମ୍ବାଇ: ‘ଖରାପ ହେବାର ମଜା ଅଲଗା’। ଗତକାଲି ଇନଷ୍ଟାଗ୍ରାମରେ ପ୍ରିୟଙ୍କା ଚ୍ରୋପା ଏହା କହିଛନ୍ତି। ପ୍ରିୟଙ୍କାଙ୍କ ଆଗାମୀ ହଲିଉଡ୍‌ ଫିଲ୍ମ ‘ବୋୱଞ୍ଚ’ରେ ସେ ଖଳନାୟକ ଭୂମିକାରେ ଅଭିନୟ କରୁଛନ୍ତି।

ପ୍ରିୟଙ୍କା  ଇନଷ୍ଟାଗ୍ରାମରେ ଡେବନ ଜେନସନ୍‌, ଜେକ୍‌ ଇରାଫାନ୍‌, ଆଲେକ ଜାଣ୍ଡର ଦେଧୋରିଆ, ଫେଲୀ ରୋବାକ୍‌ ଓ ଜନ୍‌ଙ୍କ ସହ ଏକ ଫଟୋ ସେୟାର କରିବା ସହ ଏହା ଲେଖିଛନ୍ତି।

Related story