ରିଲିଜ ହେଲା ‘ରଇସ’ର ଟ୍ରେଲର

ମୁମ୍ବାଇ: ଅପେକ୍ଷାର ଅନ୍ତ ଘଟିଲା। କିଙ୍ଗଖାନ୍‌ଙ୍କ ‘ରଇସ’ର ଟ୍ରେଲର ହେଲା ରିଲିଜ। ଏହା ପୂର୍ବରୁ ଶାହାରୁଖ ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ। ପ୍ରଥମଥର ପାଇଁ  ଏହି ଟ୍ରେଲରକୁ ଦେଶର ୩୫୦୦ ସ୍କ୍ରିନ୍‌ରେ ରିଲିଜ କରାଯାଇଛି। ଟ୍ରେଲର ଲଞ୍ଚ ସମୟରେ ଶାହାରୁଖ ୯ଟି ସହରର ଦର୍ଶକଙ୍କ ସହ ଭିଡିଓ କନଫରେନ୍ସିଂ କରିଥିଲେ ଓ ଫ୍ୟାନ୍ସମାନଙ୍କ ପ୍ରଶ୍ନର ଉତ୍ତର ଶାହାରୁଖ ଖୁବ୍‌ ଖୁସିର ସହ ଦେଇଥିଲେ। ଫିଲ୍ମଟି ୨୦୧୭ ଜାନୁଆରୀର ଶେଷ  ସପ୍ତାହରେ ରିଲିଜ କରାଯିବାର ଯୋଜନା ରହିଛି।

srk-raees-movie-teaser-says-trailer-coming-soon

Rakesh Mallick
  • Published: Wednesday, 07 December 2016
  • , Updated: 07 December 2016, 06:03 PM IST

ମୁମ୍ବାଇ: ଅପେକ୍ଷାର ଅନ୍ତ ଘଟିଲା। କିଙ୍ଗଖାନ୍‌ଙ୍କ ‘ରଇସ’ର ଟ୍ରେଲର ହେଲା ରିଲିଜ। ଏହା ପୂର୍ବରୁ ଶାହାରୁଖ ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ।

ପ୍ରଥମଥର ପାଇଁ  ଏହି ଟ୍ରେଲରକୁ ଦେଶର ୩୫୦୦ ସ୍କ୍ରିନ୍‌ରେ ରିଲିଜ କରାଯାଇଛି। ଟ୍ରେଲର ଲଞ୍ଚ ସମୟରେ ଶାହାରୁଖ ୯ଟି ସହରର ଦର୍ଶକଙ୍କ ସହ ଭିଡିଓ କନଫରେନ୍ସିଂ କରିଥିଲେ ଓ ଫ୍ୟାନ୍ସମାନଙ୍କ ପ୍ରଶ୍ନର ଉତ୍ତର ଶାହାରୁଖ ଖୁବ୍‌ ଖୁସିର ସହ ଦେଇଥିଲେ।

ଫିଲ୍ମଟି ୨୦୧୭ ଜାନୁଆରୀର ଶେଷ  ସପ୍ତାହରେ ରିଲିଜ କରାଯିବାର ଯୋଜନା ରହିଛି।

Related story