‘ରଇସ୍‌’ର ଟ୍ରେଲର ରିଲିଜ ନେଇ ତାରିଖ ଧାର୍ଯ୍ୟ ହୋଇ ନାହିଁ: ଶାହାରୁଖ

ମୁମ୍ବାଇ: ଶାହାରୁଖଙ୍କ ‘ରଇସ୍‌’ର ଟିଜର ବର୍ଷେ ପୂର୍ବରୁ ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମର ଟ୍ରେଲରକୁ ସମସ୍ତଙ୍କ ଅପେକ୍ଷା। କିଙ୍ଗ ଖାନ୍‌ଙ୍କ ଜନ୍ମଦିନରେ ଫିଲ୍ମର ଟ୍ରେଲର ରିଲିଜ ହେବା ଖବର ପୂର୍ବରୁ ପ୍ରକାଶ ପାଇଥିଲା। ହେଲେ ଏହି ଖବର ମିଛ ବୋଲି ନିକଟରେ ଶାହାରୁଖ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଟ୍ରେଲରର ରିଲିଜକୁ ନେଇ ଏବେ ସୁଦ୍ଧା କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ଆସନ୍ତା ଡିସେମ୍ବର ମାସରେ ଟ୍ରେଲର ରିଲିଜ କରାଯିବ ବୋଲି ଶାହାରୁଖ […]

saharukh khan

Rakesh Mallick
  • Published: Monday, 21 November 2016
  • , Updated: 21 November 2016, 05:21 PM IST

ମୁମ୍ବାଇ: ଶାହାରୁଖଙ୍କ ‘ରଇସ୍‌’ର ଟିଜର ବର୍ଷେ ପୂର୍ବରୁ ରିଲିଜ ହୋଇ ସାରିଥିବା ବେଳେ ଫିଲ୍ମର ଟ୍ରେଲରକୁ ସମସ୍ତଙ୍କ ଅପେକ୍ଷା। କିଙ୍ଗ ଖାନ୍‌ଙ୍କ ଜନ୍ମଦିନରେ ଫିଲ୍ମର ଟ୍ରେଲର ରିଲିଜ ହେବା ଖବର ପୂର୍ବରୁ ପ୍ରକାଶ ପାଇଥିଲା। ହେଲେ ଏହି ଖବର ମିଛ ବୋଲି ନିକଟରେ ଶାହାରୁଖ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି, ଟ୍ରେଲରର ରିଲିଜକୁ ନେଇ ଏବେ ସୁଦ୍ଧା କୌଣସି ତାରିଖ ଧାର୍ଯ୍ୟ କରାଯାଇ ନାହିଁ। ଆସନ୍ତା ଡିସେମ୍ବର ମାସରେ ଟ୍ରେଲର ରିଲିଜ କରାଯିବ ବୋଲି ଶାହାରୁଖ ଆଶା କରିଥିବା କହିଛନ୍ତି।

Related story