ରଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟା ନେବେ ଛାଡପତ୍ର

ମୁମ୍ବାଇ: ସୁପରଷ୍ଟାର ରାଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟାଙ୍କ ବୈବାହିକ ବନ୍ଧନରେ ପଡ଼ିଛି ଫାଟ। ସ୍ୱାମୀ ଅଶ୍ୱୀନ ରାଜକୁମାରଙ୍କ ସହ ମତଭେଦ ଦାବି କରି ଉଭୟ ଆପସ ବୁଝାମଣାରେ ପାରିବାରିକ କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି। ସୌନ୍ଦର୍ଯ୍ୟାଙ୍କ ବୈବାହିକ ଜୀବନରେ ସମସ୍ୟାର ଖବର ଗତ ସେପ୍ଟେମ୍ବର ମାସରୁ ଶୁଣିବାକୁ ମିଳୁଥିଲା। ତେବେ ସଂପର୍କରେ ସମସ୍ୟାକୁ ନେଇ ପୂର୍ବରୁ ଉଭୟ ଏକ ବର୍ଷଧରି ପରସ୍ପର ଠାରୁ ଅଲଗା ରହିଆସୁଥିଲେ। ଛାଡ଼ପତ୍ର ପାଇଁ ଉଭୟେ ଚିନ୍ତା କରୁଥିବା କଥା ମଧ୍ୟ ସୌନ୍ଦର୍ଯ୍ୟା […]

soundarya-ashwin-ramkumar

Rakesh Mallick
  • Published: Saturday, 24 December 2016
  • , Updated: 24 December 2016, 02:04 PM IST

ମୁମ୍ବାଇ: ସୁପରଷ୍ଟାର ରାଜନୀକାନ୍ତଙ୍କ ସାନ ଝିଅ ସୌନ୍ଦର୍ଯ୍ୟାଙ୍କ ବୈବାହିକ ବନ୍ଧନରେ ପଡ଼ିଛି ଫାଟ। ସ୍ୱାମୀ ଅଶ୍ୱୀନ ରାଜକୁମାରଙ୍କ ସହ ମତଭେଦ ଦାବି କରି ଉଭୟ ଆପସ ବୁଝାମଣାରେ ପାରିବାରିକ କୋର୍ଟରେ ଛାଡ଼ପତ୍ର ଆବେଦନ କରିଛନ୍ତି।

ସୌନ୍ଦର୍ଯ୍ୟାଙ୍କ ବୈବାହିକ ଜୀବନରେ ସମସ୍ୟାର ଖବର ଗତ ସେପ୍ଟେମ୍ବର ମାସରୁ ଶୁଣିବାକୁ ମିଳୁଥିଲା। ତେବେ ସଂପର୍କରେ ସମସ୍ୟାକୁ ନେଇ ପୂର୍ବରୁ ଉଭୟ ଏକ ବର୍ଷଧରି ପରସ୍ପର ଠାରୁ ଅଲଗା ରହିଆସୁଥିଲେ। ଛାଡ଼ପତ୍ର ପାଇଁ ଉଭୟେ ଚିନ୍ତା କରୁଥିବା କଥା ମଧ୍ୟ ସୌନ୍ଦର୍ଯ୍ୟା ନିଜେ କହିଥିଲେ।

Related story