କଣ୍ଡୋମ୍‌ରେ ହୋଲି ଖେଳୁଥିଲେ ରାଖୀ ସାୱନ୍ତ!

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଖୀ ସାୱନ୍ତ ନିଜ ଆକ୍ଟିଂ ଅପେକ୍ଷା ବିବାଦୀୟ ମନ୍ତବ୍ୟ ପାଇଁ ବେଶ୍ ପରିଚିତ। ବେଳେ ବେଳେ ତାଙ୍କର ମତମନ୍ତବ୍ୟ ଲୋକଙ୍କୁ ମଜାର ଖୋରାକ୍ ଯୋଗାଏ।  ହୋଲିକୁ ନେଇ ବି ସେ ଦେଇଛନ୍ତି ଏଭଳି କିଛି ମଜାଦାର ମନ୍ତବ୍ୟ। ଏକ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି,“ଛୋଟ ବେଳେ ଆମେ ପିଚକାରୀରେ ରଙ୍ଗ ପାଣି ଭର୍ତ୍ତି କରି ପରସ୍ପରକୁ ମାରୁଥିଲୁ। ଯେତେବେଳେ ପିଚକାରୀ ମିଳେ ନାହିଁ ମୁଁ କଣ୍ଡୋମ୍‌ରେ ରଙ୍ଗ ପାଣି ଭର୍ତ୍ତି […]

Rakhi

Rakesh Mallick
  • Published: Sunday, 12 March 2017
  • , Updated: 12 March 2017, 01:35 PM IST

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରାଖୀ ସାୱନ୍ତ ନିଜ ଆକ୍ଟିଂ ଅପେକ୍ଷା ବିବାଦୀୟ ମନ୍ତବ୍ୟ ପାଇଁ ବେଶ୍ ପରିଚିତ। ବେଳେ ବେଳେ ତାଙ୍କର ମତମନ୍ତବ୍ୟ ଲୋକଙ୍କୁ ମଜାର ଖୋରାକ୍ ଯୋଗାଏ।  ହୋଲିକୁ ନେଇ ବି ସେ ଦେଇଛନ୍ତି ଏଭଳି କିଛି ମଜାଦାର ମନ୍ତବ୍ୟ।

ଏକ ନ୍ୟୁଜ୍ ପୋର୍ଟାଲକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି,“ଛୋଟ ବେଳେ ଆମେ ପିଚକାରୀରେ ରଙ୍ଗ ପାଣି ଭର୍ତ୍ତି କରି ପରସ୍ପରକୁ ମାରୁଥିଲୁ। ଯେତେବେଳେ ପିଚକାରୀ ମିଳେ ନାହିଁ ମୁଁ କଣ୍ଡୋମ୍‌ରେ ରଙ୍ଗ ପାଣି ଭର୍ତ୍ତି କରି ଅନ୍ୟମାନଙ୍କ ଉପରକୁ ଫିଙ୍ଗୁ ଥିଲି। ମୋତେ ତ ଛୁଆ ବେଳେ କଣ୍ଡୋମ ବିଷୟରେ କିଛି ଜଣା ନ ଥିଲା, ତେଣୁ ରଙ୍ଗ ଖେଳିବା ପାଇଁ  ଏହାକୁ ଖୁବ୍ ବ୍ୟବହାର କରିଛି।”

ଏଥର ଭାଙ୍ଗ ଖାଇ ହୋଲି ପାଳିବାକୁ ପ୍ରସ୍ତୁତି କରିଛନ୍ତି ରାଖୀ। ସେ କହିଛନ୍ତି,“ଏଥର ହୋଲିରେ ମୁଁ ମୋ ଘର ପାଇଁ ଭାଙ୍ଗ ଅର୍ଡର କରିଛି।”

 

Related story