ଝିଅମାନେ ମୋତେ ବିବାହ ପାଇଁ ପ୍ରସ୍ତାବ ଦେଇଛନ୍ତି: ରାମଦେବ

ମୁମ୍ବାଇ: କପିଲ ଶର୍ମାଙ୍କ ଶୋରେ ପହଞ୍ଚିଛନ୍ତି ଯୋଗ ଗୁରୁ ବାବା ରାମ ଦେବ। ଶୋରେ ଆସି ବାବା ନିଜ ଜୀବନ ସହ ଜଡ଼ିତ ଅନେକ କଥାର ଖୁଲାସା କରିବା ସହ ଖୁବ୍‌ ମସ୍ତି କରିବାର ଦେଖିବାକୁ ମିଳିଛି। ୯ବର୍ଷ ବୟସରୁ ଏବେ ପର୍ଯ୍ୟନ୍ତ ଯୋଗ କରୁଛନ୍ତି ବୋଲି ବାବା ଶୋରେ କହିଛନ୍ତି। ଅନେକ ଝିଅ ବାବାଙ୍କୁ ବିବାହର ପ୍ରସ୍ତାବ ଦେଇଛନ୍ତି ଓ ଜଣେ ଝିଅ ତାଙ୍କୁ ସେକ୍ସି ମଧ୍ୟ କହିଥିବା କଥା ସେ କହିଛନ୍ତି। କେବଳ ସେତିକି […]

baba-ramdev

Rakesh Mallick
  • Published: Monday, 23 January 2017
  • , Updated: 23 January 2017, 03:39 PM IST

ମୁମ୍ବାଇ: କପିଲ ଶର୍ମାଙ୍କ ଶୋରେ ପହଞ୍ଚିଛନ୍ତି ଯୋଗ ଗୁରୁ ବାବା ରାମ ଦେବ। ଶୋରେ ଆସି ବାବା ନିଜ ଜୀବନ ସହ ଜଡ଼ିତ ଅନେକ କଥାର ଖୁଲାସା କରିବା ସହ ଖୁବ୍‌ ମସ୍ତି କରିବାର ଦେଖିବାକୁ ମିଳିଛି। ୯ବର୍ଷ ବୟସରୁ ଏବେ ପର୍ଯ୍ୟନ୍ତ ଯୋଗ କରୁଛନ୍ତି ବୋଲି ବାବା ଶୋରେ କହିଛନ୍ତି। ଅନେକ ଝିଅ ବାବାଙ୍କୁ ବିବାହର ପ୍ରସ୍ତାବ ଦେଇଛନ୍ତି ଓ ଜଣେ ଝିଅ ତାଙ୍କୁ ସେକ୍ସି ମଧ୍ୟ କହିଥିବା କଥା ସେ କହିଛନ୍ତି।

କେବଳ ସେତିକି ନୁହେଁ, ସମସ୍ତଙ୍କ ମଜା କରୁଥିବା କପିଲଙ୍କୁ ଶୋରେ ରାମ ଦେବ ଯୋଗ ଶିଖାଇବା ସହ ହୁହେଁ କୁସ୍ତି ମଧ୍ୟ କରିଛନ୍ତି।

Related story