୩୫ କୋଟି ଟଙ୍କାରେ ଫ୍ଲାଟ୍ କିଣିଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ମୁମ୍ବାଇରେ ଏକ ଆଲିଶାନ୍ ଫ୍ଲାଟ୍ କିଣିଛନ୍ତି। ଏହାର ମୂଲ୍ୟ ହେଉଛି ୩୫ କୋଟି। ବାସ୍ତୁ ପାଲି ହିଲ୍‌ର ସପ୍ତମ ମହଲାରେ ରହିଛି ଏହି ଫ୍ଲାଟ୍। ଏହାର ଆୟତନ ୨୪୬୦ ବର୍ଗଫୁଟ୍। ବର୍ଗଫୁଟ୍ ହିସାବରେ ଏହା ହେଉଛି ମୁମ୍ବାଇର ସବୁଠୁ ଦାମୀ ଫ୍ଲାଟ୍। ଏହି ଫ୍ଲାଟ୍‌ଟି କପୁର ଖାନ୍‌ଦାନର ବଙ୍ଗଳା ପାଖରେ ରହିଛି। ସୂଚନାଯୋଗ୍ୟ, କଟ୍ରିନା କୈଫଙ୍କ ସହିତ ବ୍ରେକ୍‌ ଅପ୍ ପରେ ରଣବୀର ଏକ ନୂଆ ଫ୍ଲାଟ୍ ସନ୍ଧାନରେ ଥିଲେ।

ranbir

ranbir

Rakesh Mallick
  • Published: Sunday, 15 May 2016
  • Updated: 15 May 2016, 11:42 AM IST

Sports

Latest News

ranbirମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର କପୁର ମୁମ୍ବାଇରେ ଏକ ଆଲିଶାନ୍ ଫ୍ଲାଟ୍ କିଣିଛନ୍ତି। ଏହାର ମୂଲ୍ୟ ହେଉଛି ୩୫ କୋଟି। ବାସ୍ତୁ ପାଲି ହିଲ୍‌ର ସପ୍ତମ ମହଲାରେ ରହିଛି ଏହି ଫ୍ଲାଟ୍। ଏହାର ଆୟତନ ୨୪୬୦ ବର୍ଗଫୁଟ୍। ବର୍ଗଫୁଟ୍ ହିସାବରେ ଏହା ହେଉଛି ମୁମ୍ବାଇର ସବୁଠୁ ଦାମୀ ଫ୍ଲାଟ୍। ଏହି ଫ୍ଲାଟ୍‌ଟି କପୁର ଖାନ୍‌ଦାନର ବଙ୍ଗଳା ପାଖରେ ରହିଛି।

ସୂଚନାଯୋଗ୍ୟ, କଟ୍ରିନା କୈଫଙ୍କ ସହିତ ବ୍ରେକ୍‌ ଅପ୍ ପରେ ରଣବୀର ଏକ ନୂଆ ଫ୍ଲାଟ୍ ସନ୍ଧାନରେ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story