କ’ଣ ଚାଲିଛି କ୍ୟାଟ୍ ଓ ରଣବୀରଙ୍କ ମଧ୍ୟରେ: ବ୍ରେକ୍‌ଅପ୍‌ର ବର୍ଷେ ପରେ ଏକାଠି ଆସିଲେ ନଜରକୁ

ମୁମ୍ବାଇ: ଏକ୍ସ ଲଭର୍ କାଟ୍ରିନା କୈଫ୍ ଓ ରଣବୀର କପୁରଙ୍କର ପ୍ରାୟ ବର୍ଷେ ହେବ ବ୍ରେକଅପ୍‌ ହୋଇଯାଇଥିଲା। ହେଲେ ଏବେ ପୁଣି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ଅନୁରାଗ ବାସୁଙ୍କ ଜନ୍ମଦିନ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ବ୍ରେକଅପ୍‌ ପରେ ଦୁହେଁ ଦୁଇଙ୍କୁ ଅଣଦେଖା କରୁଥିବା ବେଳେ ଅନୁରାଗଙ୍କ ପାର୍ଟିକୁ ଆସିବା ଚର୍ଚ୍ଚାର ବିଷୟ ହୋଇଛି। କ୍ୟାଟ୍‌ ଓ ରଣବୀରଙ୍କ ଅପକମିଂ ଫିଲ୍ମ ‘ଜଗା ଜାସୁଶ’ର ନିର୍ଦ୍ଦେଶକ ହେଉଛନ୍ତି ଅନୁରାଗ। କ୍ୟାଟ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଅନୁରାଗ […]

kat1

Rakesh Mallick
  • Published: Tuesday, 09 May 2017
  • , Updated: 09 May 2017, 01:55 PM IST

ମୁମ୍ବାଇ: ଏକ୍ସ ଲଭର୍ କାଟ୍ରିନା କୈଫ୍ ଓ ରଣବୀର କପୁରଙ୍କର ପ୍ରାୟ ବର୍ଷେ ହେବ ବ୍ରେକଅପ୍‌ ହୋଇଯାଇଥିଲା। ହେଲେ ଏବେ ପୁଣି ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳୁଛି। ଅନୁରାଗ ବାସୁଙ୍କ ଜନ୍ମଦିନ ପାର୍ଟିରେ ଉଭୟଙ୍କୁ ଦେଖିବାକୁ ମିଳିଥିଲା। ବ୍ରେକଅପ୍‌ ପରେ ଦୁହେଁ ଦୁଇଙ୍କୁ ଅଣଦେଖା କରୁଥିବା ବେଳେ ଅନୁରାଗଙ୍କ ପାର୍ଟିକୁ ଆସିବା ଚର୍ଚ୍ଚାର ବିଷୟ ହୋଇଛି।

କ୍ୟାଟ୍‌ ଓ ରଣବୀରଙ୍କ ଅପକମିଂ ଫିଲ୍ମ ‘ଜଗା ଜାସୁଶ’ର ନିର୍ଦ୍ଦେଶକ ହେଉଛନ୍ତି ଅନୁରାଗ।

କ୍ୟାଟ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ଅନୁରାଗ ଓ ରଣବୀରଙ୍କ ସହ ତାଙ୍କ ଫଟୋ ସେୟାର କରିଛନ୍ତି।

ସୌଜନ୍ୟ- ଆଜତକ୍

ଫଟୋ-ଆଜତକ୍‌

Related story