ସାମ୍ନାକୁ ଆସିଲା ରଣବୀରଙ୍କ ନୂଆ ଲୁକ୍‌, ସଞ୍ଜୟଙ୍କ ପରି ଦିଶିବାକୁ କରୁଛନ୍ତି କଠିନ ପରିଶ୍ରମ

ମୁମ୍ବାଇ: ରଣବୀର କପୁର ସଞ୍ଜୟ ଦତ୍ତଙ୍କ ବାୟୋପିକରେ ଅଭିନୟ କରିବା ପାଇଁ ଖୁବ୍‌ ପରିଶ୍ରମ କରୁଛନ୍ତି। ତାଙ୍କର ଲାଟେଷ୍ଟ ଫୋଟ୍‌ରୁ ଏହା ଜଣାପଡୁଛି। ଲାଗୁଛି ସଞ୍ଜୟଙ୍କ ପରି ଦେଖାଯିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏବେ ଆସିଥିବା ଫଟୋରେ ସେ ସଞ୍ଜୟଙ୍କ ପରି ବଡ଼ି ବନାଇଛନ୍ତି। ଏହା ପୂର୍ବରୁ ରଣବୀରଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ସେ ଲମ୍ବା ଚୁଟି ରଖିଥିବା ଦେଖିବାକୁ ମିଳିଥିଲା। ମିଳିଥିବା ରିପୋର୍ଟ ମୁତାବକ ସଞ୍ଜୟଙ୍କ ଚରିତ୍ରରେ […]

ranbir

Rakesh Mallick
  • Published: Saturday, 05 August 2017
  • , Updated: 05 August 2017, 11:42 AM IST

ମୁମ୍ବାଇ: ରଣବୀର କପୁର ସଞ୍ଜୟ ଦତ୍ତଙ୍କ ବାୟୋପିକରେ ଅଭିନୟ କରିବା ପାଇଁ ଖୁବ୍‌ ପରିଶ୍ରମ କରୁଛନ୍ତି। ତାଙ୍କର ଲାଟେଷ୍ଟ ଫୋଟ୍‌ରୁ ଏହା ଜଣାପଡୁଛି। ଲାଗୁଛି ସଞ୍ଜୟଙ୍କ ପରି ଦେଖାଯିବା ପାଇଁ ସେ ସବୁ ପ୍ରକାର ଉଦ୍ୟମ କରୁଛନ୍ତି। ଏବେ ଆସିଥିବା ଫଟୋରେ ସେ ସଞ୍ଜୟଙ୍କ ପରି ବଡ଼ି ବନାଇଛନ୍ତି।

ଏହା ପୂର୍ବରୁ ରଣବୀରଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଥିଲା। ଏଥିରେ ସେ ଲମ୍ବା ଚୁଟି ରଖିଥିବା ଦେଖିବାକୁ ମିଳିଥିଲା।

ମିଳିଥିବା ରିପୋର୍ଟ ମୁତାବକ ସଞ୍ଜୟଙ୍କ ଚରିତ୍ରରେ ଅଭିନୟ କରିବା ପାଇଁ ରଣବୀର ୨୫୦ ଘଣ୍ଟାର ଏକ ଭିଡିଓ ଦେଖିଛନ୍ତି। ଏଥିରେ ମୁଖ୍ୟତଃ ଫିଲ୍ମ ଓ ସାକ୍ଷାତକାରର ଭିଡିଓ ରହିଛି।

Related story