ରଣବୀରଙ୍କ ପିଲାବେଳର ଫଟୋ ସେୟାର କଲେ ନିତୁ

ମୁମ୍ବାଇ: ସୁଟିଂ କାମରେ ବ୍ୟସ୍ତ ରହି ବାପାଙ୍କୁ ଅଧିକ ସମୟ ଦେଇପାରୁନାହିଁ। ଆଶା ରଖିଛି ଭବିଷ୍ୟତରେ ବାପାଙ୍କ ସହ ଅଧିକ ସମୟ ବିତାଇବି। ଏହା ଆଉ କେହି ନୁହେଁ ନିଜେ ରଣବୀର କପୁର କହିଛନ୍ତି। ରଣବୀର ଏହା ଏକ ସାକ୍ଷାତକାରରେ କହିବା ପରେ ମାଆ ନିତୁ ରିଷିଙ୍କ ସହ ରଣବୀରଙ୍କ କିଛି ପିଲାଦିନ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ପିଲା ବେଳର ରଣବୀର କିପରି ରିଷିଙ୍କ ସହ ସୁଟିଂ ସେଟ୍‌ରେ, ଘରେ ସମୟ କାଟୁଥିଲେ […]

Ranbir

Rakesh Mallick
  • Published: Tuesday, 17 January 2017
  • , Updated: 17 January 2017, 04:51 PM IST

ମୁମ୍ବାଇ: ସୁଟିଂ କାମରେ ବ୍ୟସ୍ତ ରହି ବାପାଙ୍କୁ ଅଧିକ ସମୟ ଦେଇପାରୁନାହିଁ। ଆଶା ରଖିଛି ଭବିଷ୍ୟତରେ ବାପାଙ୍କ ସହ ଅଧିକ ସମୟ ବିତାଇବି। ଏହା ଆଉ କେହି ନୁହେଁ ନିଜେ ରଣବୀର କପୁର କହିଛନ୍ତି।

ରଣବୀର ଏହା ଏକ ସାକ୍ଷାତକାରରେ କହିବା ପରେ ମାଆ ନିତୁ ରିଷିଙ୍କ ସହ ରଣବୀରଙ୍କ କିଛି ପିଲାଦିନ ଫଟୋ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହି ଫଟୋରେ ପିଲା ବେଳର ରଣବୀର କିପରି ରିଷିଙ୍କ ସହ ସୁଟିଂ ସେଟ୍‌ରେ, ଘରେ ସମୟ କାଟୁଥିଲେ ତାହା ଦେଖିବାକୁ ମିଳିଛି।

Related story