ସ୍କୁଲ ସମୟରେ ଡ୍ରଗ୍ସ ନେଉଥିଲେ ରଣବୀର

ବଲିଉଡର ଟପ୍ ଆକ୍ଟର ମଧ୍ୟରେ ସାମିଲ ଅଛନ୍ତି ରଣବିୀର କପୁର। ଦମଦାର ଅଭିନୟ ସହ ଲୁକ ପାଇଁ ତାଙ୍କର ରହିଛନ୍ତି ଅନେକ ପ୍ରସଂଶକ। ଫିଲ୍ମ ଓ ଅଫେୟାର୍‌ ଏସବୁକୁ ନେଇ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କିନ୍ତୁ ଏବେ ଆଉ ଏକ ସିକ୍ରେଟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ସେ ସିକ୍ରେଟ ହେଉଛି ରନବୀର ଡ୍ରଗ୍ସ ଆଡିକ୍ଟେଡ ଥିଲେ ଏହି କଥା ବୋଧହୁଏ କମ ଲୋକ ଜାଣିଥିବେ। କିନ୍ତୁ ଏହି କଥାକୁ ନିଜେ ରଣବୀର ସ୍ୱିକାର […]

1-12

Rakesh Mallick
  • Published: Sunday, 16 July 2017
  • , Updated: 16 July 2017, 05:35 PM IST

ବଲିଉଡର ଟପ୍ ଆକ୍ଟର ମଧ୍ୟରେ ସାମିଲ ଅଛନ୍ତି ରଣବିୀର କପୁର। ଦମଦାର ଅଭିନୟ ସହ ଲୁକ ପାଇଁ ତାଙ୍କର ରହିଛନ୍ତି ଅନେକ ପ୍ରସଂଶକ। ଫିଲ୍ମ ଓ ଅଫେୟାର୍‌ ଏସବୁକୁ ନେଇ ସେ ସବୁବେଳେ ଥାଆନ୍ତି ଚର୍ଚ୍ଚାରେ। କିନ୍ତୁ ଏବେ ଆଉ ଏକ ସିକ୍ରେଟକୁ ନେଇ ସେ ଚର୍ଚ୍ଚାକୁ ଆସିଛନ୍ତି। ଆଉ ସେ ସିକ୍ରେଟ ହେଉଛି ରନବୀର ଡ୍ରଗ୍ସ ଆଡିକ୍ଟେଡ ଥିଲେ ଏହି କଥା ବୋଧହୁଏ କମ ଲୋକ ଜାଣିଥିବେ। କିନ୍ତୁ ଏହି କଥାକୁ ନିଜେ ରଣବୀର ସ୍ୱିକାର କରିଛନ୍ତି। ରନବୀରଙ୍କ କହିବା ଅନୁଯାୟୀ ଏକ ଫିଲ୍ମ ସୁଟିଙ୍ଗ ସମୟରେ ଯେତବେଳେ ତାଙ୍କୁ କିଛି କାରଣ ପାଇଁ ଭୟ ଲାଗୁଥିଲା ସେ ସମୟରେ ଡ୍ରଗ୍ସ ନେଉଥିଲେ ଓ  ଡ୍ରଗ୍ସ ନେବା ସ୍କୁଲରୁ ଆରମ୍ଭ କରିଥିବାର ଏକ ସାକ୍ଷାତକାର ରେ ସେ କହିଛନ୍ତି। କିନ୍ତୁ ଏବେ ତାଙ୍କର ଏମିତି କୌଣସି ଅଭ୍ୟାସ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Related story