କ୍ରିକେଟ୍‌ର ହେବେ ରଣବୀର ସିଂ

କ୍ରିକେଟ୍‌ର ହେବେ ରଣବୀର ସିଂ। ଆଜ୍ଞା ହଁ, ରିଏଲ୍‌ ଲାଇଫ୍‌ରେ ନୁହେଁ , ରିଲ୍‌ ଲାଇଫ୍‌ରେ କ୍ରିକେଟ୍‌ର ହେବାକୁ ଯାଉଛନ୍ତି ରଣବୀର। ରଣବୀର ସିଂ ଭିନ୍ନ ଭିନ୍ନ  ଚରିତ୍ରରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛନ୍ତି। ସେ ଅନେକ ଫିଲ୍ମରେ ଏକ୍ସପେରିମେଣ୍ଟ କରିଥିବା ଦେଖିବାକୁ ମିଳିଛି। ବ୍ୟାଣ୍ଡ ବାଜା ବାରାତର ବିଟୁ  ଶର୍ମା ହେଉ ଅବା ବାଜିରାଓ ମସ୍ତାନୀର ପେଶୱା, ସବୁ ରୋଲରେ ନିଜର ନିଖୁଣ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି। ଏବେ ପଦ୍ମାବତୀ […]

ranveer-2

ranveer-2

Rakesh Mallick
  • Published: Wednesday, 12 July 2017
  • Updated: 12 July 2017, 05:07 PM IST

କ୍ରିକେଟ୍‌ର ହେବେ ରଣବୀର ସିଂ। ଆଜ୍ଞା ହଁ, ରିଏଲ୍‌ ଲାଇଫ୍‌ରେ ନୁହେଁ , ରିଲ୍‌ ଲାଇଫ୍‌ରେ କ୍ରିକେଟ୍‌ର ହେବାକୁ ଯାଉଛନ୍ତି ରଣବୀର। ରଣବୀର ସିଂ ଭିନ୍ନ ଭିନ୍ନ  ଚରିତ୍ରରେ ଅଭିନୟ କରି କୋଟି କୋଟି ଦର୍ଶକଙ୍କ ହୃଦୟକୁ ଛୁଇଁପାରିଛନ୍ତି। ସେ ଅନେକ ଫିଲ୍ମରେ ଏକ୍ସପେରିମେଣ୍ଟ କରିଥିବା ଦେଖିବାକୁ ମିଳିଛି। ବ୍ୟାଣ୍ଡ ବାଜା ବାରାତର ବିଟୁ  ଶର୍ମା ହେଉ ଅବା ବାଜିରାଓ ମସ୍ତାନୀର ପେଶୱା, ସବୁ ରୋଲରେ ନିଜର ନିଖୁଣ ଅଭିନୟ କରି ଲୋକପ୍ରିୟ ହୋଇପାରିଛନ୍ତି। ଏବେ ପଦ୍ମାବତୀ ସିନେମା ପାଇଁ ବ୍ୟସ୍ତ ଅଛନ୍ତି ରଣବୀର। କୁହାଯାଉଛି ଯେ ଖୁବ୍ ଶୀଘ୍ର କବୀର ଖାନଙ୍କ ଫିଲ୍ମରେ ରଣବୀର ପୁର୍ବ କ୍ରିକେଟର କପିଲ ଦେଓଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମର କାହାଣୀ ୧୯୮୩ ବିଶ୍ୱକପ୍‌ ଭାରତ ଜିତିବାକୁ ନେଇ ଆଧାରିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story