ପରଦାକୁ ଆସିଲା ‘ରାଞ୍ଚି ଡାଏରିଜ୍’, ଓଡ଼ିଆ ପୁଅ ଦେଇଛନ୍ତି ନିର୍ଦ୍ଦେଶନା

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ପରଦାକୁ ଆସିଛି ବଲିଉଡ ମୁଭି ‘ରାଞ୍ଚି ଡାଏରିଜ୍’। ଛୋଟ ଛୋଟ ସହରର ଯୁବ ପୀଢ଼ିଙ୍କ ରହିଛି ବଡ଼ ସ୍ୱପ୍ନ। ସେ ସ୍ୱପ୍ନକୁ ସାକାର କରିବାକୁ ଯାଇ ସେମାନେ କେଉଁ ପଥ ଆପଣେଇ ନିଅନ୍ତି, ତାହା ହିଁ ରହିଛି ଫିଲ୍ମର ବିଷୟବସ୍ତୁ। ଏଥିରେ ସୌନ୍ଦର୍ଯ୍ୟା ଶର୍ମା ଏବଂ ହିମାଂଶୁ କୋହଲୀଙ୍କ ସହ ଅନୁପମ ଖେର ଓ ଜିମ୍ମି ଶେରଗିଲ ପ୍ରମୁଖ ଅଭିନୟ କରିଛନ୍ତି। ଅନୁପମ ଖେର ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି […]

ranchi diaries

Rakesh Mallick
  • Published: Friday, 13 October 2017
  • , Updated: 13 October 2017, 12:56 PM IST

ମୁମ୍ବାଇ: ଫିଲ୍ମି ଫ୍ରାଇଡେରେ ଆଜି ପରଦାକୁ ଆସିଛି ବଲିଉଡ ମୁଭି ‘ରାଞ୍ଚି ଡାଏରିଜ୍’। ଛୋଟ ଛୋଟ ସହରର ଯୁବ ପୀଢ଼ିଙ୍କ ରହିଛି ବଡ଼ ସ୍ୱପ୍ନ। ସେ ସ୍ୱପ୍ନକୁ ସାକାର କରିବାକୁ ଯାଇ ସେମାନେ କେଉଁ ପଥ ଆପଣେଇ ନିଅନ୍ତି, ତାହା ହିଁ ରହିଛି ଫିଲ୍ମର ବିଷୟବସ୍ତୁ। ଏଥିରେ ସୌନ୍ଦର୍ଯ୍ୟା ଶର୍ମା ଏବଂ ହିମାଂଶୁ କୋହଲୀଙ୍କ ସହ ଅନୁପମ ଖେର ଓ ଜିମ୍ମି ଶେରଗିଲ ପ୍ରମୁଖ ଅଭିନୟ କରିଛନ୍ତି। ଅନୁପମ ଖେର ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ଆ ନିର୍ଦ୍ଦେଶକ ସାତ୍ୱିକ ମହାନ୍ତି ।

Related story