‘ରଂଗୁନ’ର ନୂଆ ପୋଷ୍ଟର୍‌ ରିଲିଜ୍‌

ମୁମ୍ବାଇ: ଶାହିଦ କପୁରଙ୍କ ମୋଷ୍ଟ୍‌ ଅୱେଟେଡ୍‌ ଫିଲ୍ମ ‘ରଂଗୁନ’ର ନୂଆ ପୋଷ୍ଟର୍‌ ରିଲିଜ୍‌ ହୋଇଯାଇଛି। ଏହି ପୋଷ୍ଟର୍‌ ବହୁତ ଆକର୍ଷଣୀୟ ହୋଇଛି। ପୋଷ୍ଟର୍‌ର ଥିମ୍ ଫିଲ୍ମର କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି। ଏହି ପୋଷ୍ଟର୍‌ରେ ଶାହିଦ ଜଣେ ଯୋଦ୍ଧା ଭୂମିକାରେ ନଜର ଆସୁଛନ୍ତି। ପୋଷ୍ଟର୍‌ର ତଳ ଭାଗରେ ସେ କୌଣସି ଏକ ଯୁଦ୍ଧରେ ଦୌଡ଼ୁ ଥିବା ଦେଖିବାକୁ ମିଳିଛି। ପୋଷ୍ଟର୍‌ ଉପର ଭାଗରେ ଫିଲ୍ମର ମୁଖ୍ୟ ନାୟିକା କଙ୍ଗନା ରନାବତ୍‌ ନଜର ଆସୁଛନ୍ତି। ଏହି ଏହି ଫିଲ୍ମରେ […]

rangoon

Rakesh Mallick
  • Published: Friday, 06 January 2017
  • , Updated: 06 January 2017, 10:14 AM IST

ମୁମ୍ବାଇ: ଶାହିଦ କପୁରଙ୍କ ମୋଷ୍ଟ୍‌ ଅୱେଟେଡ୍‌ ଫିଲ୍ମ ‘ରଂଗୁନ’ର ନୂଆ ପୋଷ୍ଟର୍‌ ରିଲିଜ୍‌ ହୋଇଯାଇଛି। ଏହି ପୋଷ୍ଟର୍‌ ବହୁତ ଆକର୍ଷଣୀୟ ହୋଇଛି। ପୋଷ୍ଟର୍‌ର ଥିମ୍ ଫିଲ୍ମର କାହାଣୀକୁ ନେଇ ପ୍ରସ୍ତୁତ କରାଯାଇଛି।

ଏହି ପୋଷ୍ଟର୍‌ରେ ଶାହିଦ ଜଣେ ଯୋଦ୍ଧା ଭୂମିକାରେ ନଜର ଆସୁଛନ୍ତି। ପୋଷ୍ଟର୍‌ର ତଳ ଭାଗରେ ସେ କୌଣସି ଏକ ଯୁଦ୍ଧରେ ଦୌଡ଼ୁ ଥିବା ଦେଖିବାକୁ ମିଳିଛି।

ପୋଷ୍ଟର୍‌ ଉପର ଭାଗରେ ଫିଲ୍ମର ମୁଖ୍ୟ ନାୟିକା କଙ୍ଗନା ରନାବତ୍‌ ନଜର ଆସୁଛନ୍ତି। ଏହି ଏହି ଫିଲ୍ମରେ ସୈଫ ଅଲ୍ଲୀ ଖାଁ ମଧ୍ୟ ଅଛନ୍ତି।

ଫେବୃଆରୀ ୨୪ରେ ଏହି ଫିଲ୍ମ ରିଲିଜ୍‌ ହେବ।

Related story