ମୁମ୍ବାଇ: ପାର୍ଟି ହେଉ ଅବା ଇଭେଣ୍ଟ ବଲିଉଡର କଳାକାର ମାନେ ନିଜର ଫ୍ୟାସନେବଲ୍ ଡ୍ରେସ୍ ପାଇଁ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ବିବାହ ଏବଂ ବଡ ପାର୍ଟି ଛାଡନ୍ତୁ, ଆଜିକାଲି ଏୟାରପୋର୍ଟ ଲୁକ୍ ଅର୍ଥାତ ବିମାନଯାତ୍ରା ସମୟରେ ପିନ୍ଧୁଥିବା ଡ୍ରେସ୍ ପାଇଁ ସେଲିବ୍ରେଟି ମାନେ ଚର୍ଚ୍ଚାକୁ ଆସୁଛନ୍ତି। ଏଥିରେ ରାଣୀ ମୁଖାର୍ଜୀ ମଧ୍ୟ ସାମିଲ ହୋଇଛନ୍ତି। ନିକଟରେ ବିମାନ ଯାତ୍ରା କରିବାକୁ ଯିବା ପୂର୍ବରୁ ରାଣୀ ଦେଖା ଦେଇଥିଲେ ମୁମ୍ବାଇ ବିମାନ ବନ୍ଦରରେ। ସେହି ସମୟରେ ସେ ଏକ […]
rani jacket