ରଣଭୀର ଓ ଦୀପିକାଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି: ଭିନ୍‌ ଡିଜେଲ

ମୁମ୍ବାଇ: ରଣଭୀର ସିଂ ଓ ଦୀପିକା ପାଦୁକୋନ୍‌ ନିଜ ସଂପର୍କକୁ କେବଳ ଭଲ ବନ୍ଧୁତା କହୁଥିବା ବେଳେ ଭିନ୍‌ ଡିଜେଲ କିନ୍ତୁ ତାଙ୍କ ସଂପର୍କର ଖୁଲାସା କରିଛନ୍ତି। ଭାରତରେ ଦୀପିକାଙ୍କ ପ୍ରଥମ ହଲିଉଡ ଫିଲ୍ମ ‘xxx return of xander cage’ର ପ୍ରମୋଶନରେ ଭାରତକୁ ଆସିଥିବା ଭିନ୍‌ ରଣଭୀର ଓ ଦୀପିକାଙ୍କ ମଧ୍ୟରେ କେବଳ ସାଙ୍ଗ ନୁହେଁ ତାଠାରୁ କିଛି ଅଧିକ ରହିଛି ବୋଲି କହିଛନ୍ତି। ସେ ଖୋଲା ଖୋଲି ଭାବେ କହିଛନ୍ତି ଉଭୟଙ୍କ ମଧ୍ୟରେ ପ୍ରେମ […]

ven-dissel

Rakesh Mallick
  • Published: Sunday, 15 January 2017
  • , Updated: 15 January 2017, 01:49 PM IST

ମୁମ୍ବାଇ: ରଣଭୀର ସିଂ ଓ ଦୀପିକା ପାଦୁକୋନ୍‌ ନିଜ ସଂପର୍କକୁ କେବଳ ଭଲ ବନ୍ଧୁତା କହୁଥିବା ବେଳେ ଭିନ୍‌ ଡିଜେଲ କିନ୍ତୁ ତାଙ୍କ ସଂପର୍କର ଖୁଲାସା କରିଛନ୍ତି।

ଭାରତରେ ଦୀପିକାଙ୍କ ପ୍ରଥମ ହଲିଉଡ ଫିଲ୍ମ ‘xxx return of xander cage’ର ପ୍ରମୋଶନରେ ଭାରତକୁ ଆସିଥିବା ଭିନ୍‌ ରଣଭୀର ଓ ଦୀପିକାଙ୍କ ମଧ୍ୟରେ କେବଳ ସାଙ୍ଗ ନୁହେଁ ତାଠାରୁ କିଛି ଅଧିକ ରହିଛି ବୋଲି କହିଛନ୍ତି। ସେ ଖୋଲା ଖୋଲି ଭାବେ କହିଛନ୍ତି ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି। ଏହି କଥା  ଭିନ୍‌ ଏକ ସାକ୍ଷାତକାରରେ କହିଛନ୍ତି। କେବଳ ସେତିକି ନୁହେଁ ତାଙ୍କର ବଡ଼ିକୁ ନେଇ ରଣଭୀର ଖୁବ୍‌ ପ୍ରଂଶସା କରିଥିବା କଥା ମଧ୍ୟ କହିଛନ୍ତି।

Related story