ରଣବୀରଙ୍କ କାର୍‌କୁ ନେଇ ଚର୍ଚ୍ଚା

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ନିକଟରେ ଏକ ନୂଆ କାର୍ କିଣିଛନ୍ତି। ଗତକାଲି ସେ ତାଙ୍କର ଏହି ଲାଲ୍‌ ରଙ୍ଗର ‘ଲୋମ୍ବୋଗିନି ୟୁରସ୍‌’ କାର୍‌ରେ ମୁମ୍ବାଇରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେ ନିଜେ ଏହାକୁ ଚଲାଉଥିଲେ। ତେବେ ଗାଡ଼ିରେ ପରମାନେଣ୍ଟ୍ ରେଜିଷ୍ଟ୍ରେସନ୍ ନମ୍ବର ନଥିଲା। ମୁମ୍ବାଇରେ ସୁପର ସ୍ପୋର୍ଟ୍ସ ୟୁଟିଲିଟି ଭେଇକଲ୍‌ (ଏସ୍‌ୟୁଭି)ର ଏକ୍ସ-ଶୋ’ରୁମ୍ ମୂଲ୍ୟ ୩.୧୦ କୋଟି ଥିବା ବେଳେ ଅନ୍ ରୋଡ୍ ମୂଲ୍ୟ ପ୍ରାୟ ୩.୪୨ କୋଟି ଟଙ୍କା ରହିଛି। ଏହା ଦୁନିଆର […]

car1

car1

Jitendra Garnayak
  • Published: Friday, 04 October 2019
  • Updated: 07 October 2019, 02:32 AM IST

Sports

Latest News

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂହ ନିକଟରେ ଏକ ନୂଆ କାର୍ କିଣିଛନ୍ତି। ଗତକାଲି ସେ ତାଙ୍କର ଏହି ଲାଲ୍‌ ରଙ୍ଗର ‘ଲୋମ୍ବୋଗିନି ୟୁରସ୍‌’ କାର୍‌ରେ ମୁମ୍ବାଇରେ ବୁଲୁଥିବା ଦେଖିବାକୁ ମିଳିଥିଲା। ସେ ନିଜେ ଏହାକୁ ଚଲାଉଥିଲେ। ତେବେ ଗାଡ଼ିରେ ପରମାନେଣ୍ଟ୍ ରେଜିଷ୍ଟ୍ରେସନ୍ ନମ୍ବର ନଥିଲା।

ମୁମ୍ବାଇରେ ସୁପର ସ୍ପୋର୍ଟ୍ସ ୟୁଟିଲିଟି ଭେଇକଲ୍‌ (ଏସ୍‌ୟୁଭି)ର ଏକ୍ସ-ଶୋ’ରୁମ୍ ମୂଲ୍ୟ ୩.୧୦ କୋଟି ଥିବା ବେଳେ ଅନ୍ ରୋଡ୍ ମୂଲ୍ୟ ପ୍ରାୟ ୩.୪୨ କୋଟି ଟଙ୍କା ରହିଛି। ଏହା ଦୁନିଆର ସବୁଠୁ ଦ୍ରୁତଗତିରେ ଚାଲୁଥିବା ଏସ୍‌ୟୁଭି ବୋଲି କୁହାଯାଉଛି। ଏହା ମାତ୍ର ୩.୬ ସେକେଣ୍ଡରେ ଘଣ୍ଟାପ୍ରତି ଶହେ କିମି ପର୍ଯ୍ୟନ୍ତ ବେଗ ଧରିପାରେ।

ଶେଷଥର ପାଇଁ ରଣବୀରଙ୍କୁ 'ଗଲି ବୟ’ ଫିଲ୍ମରେ ଦେଖିବାକୁ ମିଳିଥିଲା। ଏବେ ସେ ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଏଥିରେ ୧୯୮୩ କ୍ରିକେଟ୍ ବିଶ୍ୱକପ୍ ବିଜୟୀ ଟିମ୍‌ ଇଣ୍ଡିଆର ଅଧିନାୟକ କପିଲ୍ ଦେବଙ୍କ ଭୂମିକାକୁ ପ୍ରଦର୍ଶିତ କରାଯିବ। ରଣବୀର ଏଥିରେ କପିଲ୍‌ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ସେହିପରି ଏ ଫିଲ୍ମରେ ଦୀପିକା ମଧ୍ୟ ଅଛନ୍ତି। ସେ କପିଲ୍‌ଙ୍କ ପତ୍ନୀ ରୋମୀ ଦେବୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। କବୀର ଖାନ୍ ଏ ଫିଲ୍ମର ନିର୍ଦ୍ଦେଶନା ଦେଉଥିବା ବେଳେ ଆସନ୍ତା ବର୍ଷ ଏପ୍ରିଲ୍ ୧୦ ତାରିଖରେ ଏହା ରିଲିଜ୍ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story