‘ରଇସ’ର ସଫଳତା ନେଇ ପାର୍ଟି ଦେବେ କିଙ୍ଗ୍‌ ଖାନ୍

ମୁମ୍ବାଇ: ୨୫ ଜାନୁଆରୀରେ ରିଲିଜ୍‌ ହୋଇଥିବା କିଙ୍ଗ୍ ଖାନଙ୍କ ଫିଲ୍ମ ‘ରଇସ’ ଦେଶ ବିଦେଶରେ ଧମାଲ ମଚେଇଛି। ଫିଲ୍ମର ଏହି ସଫଳତା ପାଇଁ କିଙ୍ଗ୍ ଖାନ୍‌ ଜାନୁଆରୀ ୩୦ତାରିଖରେ ପୁରା ଟିମ୍‌ ପାଇଁ ସଫଳତାର ପାର୍ଟି ଆୟୋଜନ କରିଛନ୍ତି।  ଫିଲ୍ମର ପୁରା ଟିମ୍‌ ବିନା ମଦରେ ଏହି ପାର୍ଟି ସେଲିବ୍ରେଟ କରିବେ। ‘ରଇସ’କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । “କାବିଲ” ଠାରୁ ଭଲ ଏହା  ଭଲ ଆୟ କରିଛି।

shahrukh

Rakesh Mallick
  • Published: Sunday, 29 January 2017
  • , Updated: 29 January 2017, 03:20 PM IST

ମୁମ୍ବାଇ: ୨୫ ଜାନୁଆରୀରେ ରିଲିଜ୍‌ ହୋଇଥିବା କିଙ୍ଗ୍ ଖାନଙ୍କ ଫିଲ୍ମ ‘ରଇସ’ ଦେଶ ବିଦେଶରେ ଧମାଲ ମଚେଇଛି। ଫିଲ୍ମର ଏହି ସଫଳତା ପାଇଁ କିଙ୍ଗ୍ ଖାନ୍‌ ଜାନୁଆରୀ ୩୦ତାରିଖରେ ପୁରା ଟିମ୍‌ ପାଇଁ ସଫଳତାର ପାର୍ଟି ଆୟୋଜନ କରିଛନ୍ତି।  ଫିଲ୍ମର ପୁରା ଟିମ୍‌ ବିନା ମଦରେ ଏହି ପାର୍ଟି ସେଲିବ୍ରେଟ କରିବେ।

‘ରଇସ’କୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି । “କାବିଲ” ଠାରୁ ଭଲ ଏହା  ଭଲ ଆୟ କରିଛି।

Related story