ବାହୁବଳୀ ନିଜ ବାହାଘରକୁ ନେଇ କଲେ ବଡ଼ ଖୁଲାସା

ହାଇଦ୍ରାବାଦ: ବ୍ଲକବଷ୍ଟର ଫିଲ୍ମ ବାହୁବଳୀର ଅଭିନେତା ପ୍ରଭାସ ତାଙ୍କ କୋଷ୍ଟାର ଅନୁଷ୍କା ସେଟ୍ଟୀଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ଚର୍ଚ୍ଚା ହେଉଥିଲା ଯେ ସେ ଖୁବ୍‌ଶୀଘ୍ର ଅନୁଷ୍କାଙ୍କୁ ବିବାହ କରିବେ। ତେବେ ନିକଟରେ ପ୍ରଭାସ ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି। ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ବାହା ହେବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ଜଣେ ଅଭିନେତ୍ରୀଙ୍କ ସହ ଲଗାତାର ଭାବେ ଅଧିକ ସିନେମାରେ କାମ କଲେ […]

pravas

Rakesh Mallick
  • Published: Monday, 07 August 2017
  • , Updated: 07 August 2017, 11:40 AM IST

ହାଇଦ୍ରାବାଦ: ବ୍ଲକବଷ୍ଟର ଫିଲ୍ମ ବାହୁବଳୀର ଅଭିନେତା ପ୍ରଭାସ ତାଙ୍କ କୋଷ୍ଟାର ଅନୁଷ୍କା ସେଟ୍ଟୀଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି। ଚର୍ଚ୍ଚା ହେଉଥିଲା ଯେ ସେ ଖୁବ୍‌ଶୀଘ୍ର ଅନୁଷ୍କାଙ୍କୁ ବିବାହ କରିବେ। ତେବେ ନିକଟରେ ପ୍ରଭାସ ନିଜ ବିବାହକୁ ନେଇ ମୁହଁ ଖୋଲିଛନ୍ତି। ଏକ ଇଂରାଜୀ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ବାହା ହେବା ନେଇ ତାଙ୍କର କୌଣସି ଯୋଜନା ନାହିଁ। ଜଣେ ଅଭିନେତ୍ରୀଙ୍କ ସହ ଲଗାତାର ଭାବେ ଅଧିକ ସିନେମାରେ କାମ କଲେ ଏମିତି ଗୁଜବ ଉଠିବା ସ୍ୱାଭାବିକ କଥା।

ପ୍ରଭାସ ତାଙ୍କର ଆଗାମୀ ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ବୋଲି ଏହି ସାକ୍ଷାତକାରରେ କହିଛନ୍ତି।

 

Related story