ରିଲିଜ ହେଲା ‘ୱେୱାଚ୍‌’ ହିନ୍ଦୀ ଟ୍ରେଲର

ମୁମ୍ବାଇ: ହଲିଉଡ ‘ୱେୱାଚ୍‌’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି। ହିନ୍ଦୀ ଟ୍ରେଲରଟି ଅବିକଳ ଇଂରାଜୀ ଟ୍ରେଲର ପରି ହୋଇଛି। ଟ୍ରେଲରରେ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ୧ସେକେଣ୍ଡ ପାଇଁ ନଜର ଆସିଛନ୍ତି। ଟ୍ରେଲରରେ ପ୍ରିୟଙ୍କା ଏତେ କମ୍‌ ସମୟ ପାଇଁ ନଜର ଆସିଥିବା କାରଣରୁ ଫ୍ୟାନମାନେ ନିରାଶ ହୋଇଛନ୍ତି। ଫ୍ୟାନଙ୍କ ଏପରି ନିରାଶ ଭାବକୁ ଦେଖି ପ୍ରିୟଙ୍କା ସେମାନଙ୍କୁ ନିରାଶ ନ ହେବା ସହ ପୁରା ଫିଲ୍ମରେ ତାଙ୍କର ମୁଖ୍ୟ ଭୂମିକା ରହିଛି ଓ ଅଧିକ ସମୟ […]

priyanka

Rakesh Mallick
  • Published: Monday, 02 January 2017
  • , Updated: 02 January 2017, 04:41 PM IST

ମୁମ୍ବାଇ: ହଲିଉଡ ‘ୱେୱାଚ୍‌’ର ହିନ୍ଦୀ ଟ୍ରେଲର ରିଲିଜ ହୋଇଯାଇଛି। ହିନ୍ଦୀ ଟ୍ରେଲରଟି ଅବିକଳ ଇଂରାଜୀ ଟ୍ରେଲର ପରି ହୋଇଛି। ଟ୍ରେଲରରେ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ୧ସେକେଣ୍ଡ ପାଇଁ ନଜର ଆସିଛନ୍ତି।

ଟ୍ରେଲରରେ ପ୍ରିୟଙ୍କା ଏତେ କମ୍‌ ସମୟ ପାଇଁ ନଜର ଆସିଥିବା କାରଣରୁ ଫ୍ୟାନମାନେ ନିରାଶ ହୋଇଛନ୍ତି।

ଫ୍ୟାନଙ୍କ ଏପରି ନିରାଶ ଭାବକୁ ଦେଖି ପ୍ରିୟଙ୍କା ସେମାନଙ୍କୁ ନିରାଶ ନ ହେବା ସହ ପୁରା ଫିଲ୍ମରେ ତାଙ୍କର ମୁଖ୍ୟ ଭୂମିକା ରହିଛି ଓ ଅଧିକ ସମୟ ଧରି ଫ୍ୟାନ୍‌ମାନେ ତାଙ୍କୁ ପରଦା ଆଗରେ ଦେଖିବାର ସୁଯୋଗ ପାଇବେ ବୋଲି କହିଛନ୍ତି।

Related story