ରିଲିଜର ୩ ଦିନ ପୂର୍ବରୁ ବଦଳିଲା ଫିଲ୍ମର ନାଁ

ମୁମ୍ବାଇ: ରିଲିଜ ହେବାର ୩ ଦିନ ପୂର୍ବରୁ ‘ରନିଙ୍ଗ ସାଦି ଡଟ କମ୍‌’ର ନାମ ପରିବର୍ତ୍ତନ କରାଯାଇଛି। ଫିଲ୍ମର ନୂଆ ନାଁ ‘ରନିଙ୍ଗ ସାଦି’ ରଖାଯାଇଥିବା ବେଳେ ଏଥିରୁ ଡଟ୍‌ କମ୍‌କୁ କାଟି ଦିଆଯାଇଛି। ଏ ନେଇ ଫିଲ୍ମର ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟରେ ସୂଚନା ଦିଆଯାଇଛି। ଏହାସହ ଫିଲ୍ମର ହିରୋଇନ ତାପସୀ ପନ୍ନୁ ମଧ୍ୟ ଏନେଇ ତାଙ୍କ ଟ୍ୱିଟ୍‌ର ପେଜରେ ପୋଷ୍ଟ କରିଛନ୍ତି। କିଛିଦିନ ପୂର୍ବରୁ ଫିଲ୍ମ ରିଲିଜ ଉପରେ ରହିତାଦେଶ ଲଗାଇବାକୁ ସାଦି ଡଟ୍‌ କମ୍‌ […]

running-sadi

Rakesh Mallick
  • Published: Monday, 13 February 2017
  • , Updated: 13 February 2017, 11:35 AM IST

ମୁମ୍ବାଇ: ରିଲିଜ ହେବାର ୩ ଦିନ ପୂର୍ବରୁ ‘ରନିଙ୍ଗ ସାଦି ଡଟ କମ୍‌’ର ନାମ ପରିବର୍ତ୍ତନ କରାଯାଇଛି। ଫିଲ୍ମର ନୂଆ ନାଁ ‘ରନିଙ୍ଗ ସାଦି’ ରଖାଯାଇଥିବା ବେଳେ ଏଥିରୁ ଡଟ୍‌ କମ୍‌କୁ କାଟି ଦିଆଯାଇଛି। ଏ ନେଇ ଫିଲ୍ମର ଅଫିସିଆଲ ଟ୍ୱିଟ୍‌ର ଆକାଉଣ୍ଟରେ ସୂଚନା ଦିଆଯାଇଛି। ଏହାସହ ଫିଲ୍ମର ହିରୋଇନ ତାପସୀ ପନ୍ନୁ ମଧ୍ୟ ଏନେଇ ତାଙ୍କ ଟ୍ୱିଟ୍‌ର ପେଜରେ ପୋଷ୍ଟ କରିଛନ୍ତି।

କିଛିଦିନ ପୂର୍ବରୁ ଫିଲ୍ମ ରିଲିଜ ଉପରେ ରହିତାଦେଶ ଲଗାଇବାକୁ ସାଦି ଡଟ୍‌ କମ୍‌ ପକ୍ଷରୁ ଆବେଦନ କରାଯାଇଥିଲା।

Related story