କାହିଁକି ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ରେଖା?

ମୁମ୍ବାଇ:  ନିଜର ସୌନ୍ଦର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହନ୍ତି ବଲିଉଡ୍‌ ଅଭିନେତ୍ରୀ ରେଖା। ତେବେ ଆଜିକାଲି ସେ ଏକ ଭିନ୍ନ କାରଣ ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରେଖା ଏକଦା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି। ତାଙ୍କ ଜୀବନ ଉପରେ ଲିଖିତ ପୁସ୍ତକ ‘ରେଖା- ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ଏ ସଂପର୍କରେ ଉଲ୍ଲେଖ ରହିଛି। ଏହି ବହି ଲେଖିଛନ୍ତି ବିଖ୍ୟାତ ଲେଖକ ୟାସିର ଉସ୍‌ମାନ। ଏଥିରେ ସେ ରେଖାଙ୍କ ଜୀବନରେ ଘଟିଥିବା ଅନେକ ଘଟଣାର […]

rekha

rekha

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 10:32 AM IST

Sports

Latest News

ମୁମ୍ବାଇ:  ନିଜର ସୌନ୍ଦର୍ଯ୍ୟ ପାଇଁ ସର୍ବଦା ଚର୍ଚ୍ଚାରେ ରହନ୍ତି ବଲିଉଡ୍‌ ଅଭିନେତ୍ରୀ ରେଖା। ତେବେ ଆଜିକାଲି ସେ ଏକ ଭିନ୍ନ କାରଣ ଯୋଗୁଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ରେଖା ଏକଦା ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବୋଲି ଜଣାପଡ଼ିଛି। ତାଙ୍କ ଜୀବନ ଉପରେ ଲିଖିତ ପୁସ୍ତକ ‘ରେଖା- ଦ ଅନ୍‌ଟୋଲ୍ଡ ଷ୍ଟୋରୀ’ରେ ଏ ସଂପର୍କରେ ଉଲ୍ଲେଖ ରହିଛି। ଏହି ବହି ଲେଖିଛନ୍ତି ବିଖ୍ୟାତ ଲେଖକ ୟାସିର ଉସ୍‌ମାନ। ଏଥିରେ ସେ ରେଖାଙ୍କ ଜୀବନରେ ଘଟିଥିବା ଅନେକ ଘଟଣାର ଖୁଲାସା କରିଛନ୍ତି। ସେଥିମଧ୍ୟରୁ ଏହି ଆତ୍ମହତ୍ୟା ଉଦ୍ୟମ ଗୋଟିଏ।

ସେ ଲେଖିଛନ୍ତି ଯେତେବେଳେ ରେଖା ଅଭିନେତା ବିନୋଦ ମେହେରାଙ୍କ ସହ ରିଲେସନ୍‌ସିପ୍‌ରେ ଥିଲେ ସେତେବେଳେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କୁହାଯାଏ ବିନୋଦ ମେହେରା ଏକମାତ୍ର ବ୍ୟକ୍ତି ଥିଲେ ଯିଏ ରେଖାଙ୍କୁ ବୁଝିଥିଲେ ଓ ତାଙ୍କୁ ଭଲ ପାଉଥିଲେ। ତେବେ ବିନୋଦଙ୍କ ମା’ ଓ ପରିବାରର ଅନ୍ୟମାନେ ରେଖାଙ୍କୁ ବିରୋଧ କରୁଥିଲେ। ବିନୋଦଙ୍କ ମା’ ରେଖାଙ୍କୁ ଆଦୌ ଭଲ ପାଉ ନ ଥିଲେ। ରେଖା ତାଙ୍କୁ ମନାଇବାକୁ ଅନେକ ଉଦ୍ୟମ କରିଥିଲେ। ଏମିତି ସବୁ ଚାଲି ଥିବା ଭିତରେ ଏକ ଖବର ଆସିଥିଲା ଯେ ରେଖା ଅସରପା ମରିବା ପାଇଁ ବ୍ୟବହାର କରାଯାଉଥିବା ବିଷ ଖାଇ ଦେଇଛନ୍ତି। ବିନୋଦ ମେହେରା ତାଙ୍କୁ ବାହା ହେବାକୁ ରାଜି ହେଉ ନ ଥିବା ଯୋଗୁଁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଥିଲେ ବୋଲି କୁହାଯାଇଥିଲା। ତେବେ ପରେ ରେଖା ଏକ ସାମ୍ବାଦିକ ସମ୍ମିଳନୀ କରି ସଫେଇ ଦେଇଥିଲେ ଯେ ସେ ବିଷ ଖାଇ ନ ଥିଲେ। ତାଙ୍କ ଖାଇବା ଉପରେ ଅସରପା ଚାଲି ଯାଇଥିବାରୁ ସେ ଫୁଡ୍‌ ପଏଜନର ଶିକାର ହୋଇଥିଲେ। ଏହି ଘଟଣାର ଦୁଇ ମାସ ପରେ ରେଖା କୋଲକତାରେ ବିନୋଦ ମହେରାଙ୍କୁ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story