ରିଲିଜ୍‌ ହେଲା ‘ବେଗମ ଜାନ୍‌’

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ ହୋଇଛି ବିଦ୍ୟା ବାଲାନ୍‌ଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ ‘ବେଗମ ଜାନ୍‌’। ୧୯୪୮ ଭାରତ-ପାକିସ୍ତାନ ବିଭାଜନ ସମୟର ଏହି ପିରିୟଡିକ୍‌ ଡ୍ରାମାରେ ବିଦ୍ୟା ଏକ ବେଶ୍ୟାଳୟର ମାଡାମ୍‌ ଭୂମିକାରେ ଅଭିନୟ କରିଛନ୍ତି। ବେଙ୍ଗଲୀ ଫିଲ୍ମ ରାଜ୍‌ କାହିନୀର ଏହା  ରିମିକ୍ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଶ୍ରୀଜିତ୍‌ ମୁଖାର୍ଜୀ। ବେଗମ୍‌ ଜାନରେ ବିଦ୍ୟା ବାଲାନଙ୍କ ସହ ଇଲା ଅରୁଣ, ନାସିରୁଦ୍ଦିନ ଶାହା, ରଜିତ କାପୁର, ଆଶିଷ ବିଦ୍ୟାର୍ଥୀ, […]

bagum-jaan-

Rakesh Mallick
  • Published: Friday, 14 April 2017
  • , Updated: 14 April 2017, 09:13 AM IST

ମୁମ୍ବାଇ: ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ ହୋଇଛି ବିଦ୍ୟା ବାଲାନ୍‌ଙ୍କ ଅଭିନୀତ ଚର୍ଚ୍ଚିତ ଫିଲ୍ମ ‘ବେଗମ ଜାନ୍‌’। ୧୯୪୮ ଭାରତ-ପାକିସ୍ତାନ ବିଭାଜନ ସମୟର ଏହି ପିରିୟଡିକ୍‌ ଡ୍ରାମାରେ ବିଦ୍ୟା ଏକ ବେଶ୍ୟାଳୟର ମାଡାମ୍‌ ଭୂମିକାରେ ଅଭିନୟ କରିଛନ୍ତି। ବେଙ୍ଗଲୀ ଫିଲ୍ମ ରାଜ୍‌ କାହିନୀର ଏହା  ରିମିକ୍ ହୋଇଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଫିଲ୍ମର ନିର୍ଦ୍ଦେଶକ ଶ୍ରୀଜିତ୍‌ ମୁଖାର୍ଜୀ। ବେଗମ୍‌ ଜାନରେ ବିଦ୍ୟା ବାଲାନଙ୍କ ସହ ଇଲା ଅରୁଣ, ନାସିରୁଦ୍ଦିନ ଶାହା, ରଜିତ କାପୁର, ଆଶିଷ ବିଦ୍ୟାର୍ଥୀ, ଚଙ୍କି ପାଣ୍ଡ ଓ ଗୌହର ଖାନ ପ୍ରମୁଖ ଅଭିନୟ କରିଛନ୍ତି।  ଓଡ଼ିଶାରେ ପୀତବାସ ତ୍ରିପାଠୀଙ୍କୁ ମଧ୍ୟ ଏଥିରେ ଅଛନ୍ତି।

Related story