ବଡ ଘର ବଡ ଗୁମର କଥା: ଏହି ଦୁଇ କପୁର ଭଉଣୀ ପରସ୍ପରକୁ କରନ୍ତି ଘୃଣା

ମୁମ୍ବାଇ: ବଲିଉଡର ଏମିତି ଅନେକ ସଫଳ କଳାକାର ରହିଛନ୍ତି ଯେଉଁମାନେ ଯେତେ ସଫଳ ସେମାନଙ୍କ ସନ୍ତାନ ସେତେ ଚର୍ଚ୍ଚିତ। ସେମିତି ଏକ ପରିବାର ହେଲା କପୁର ପରିବାର। ଯେଉଁଠୁ ଅନେକ ନାମୀ ଦାମୀ କଳାକାର ବଲିଉଡ୍‌ରେ ଅନେକ ସଫଳତା ପାଇସାରିଛନ୍ତି। ଏମିତି ଦୁଇ କପୁର ପରିବାର ହେଲେ କରିଶ୍ମା କରିନାଙ୍କ ପରିବାର ଅନ୍ୟପଟେ ରଣବୀର ଓ ରିଦ୍ଧିମା କପୁରଙ୍କ ପରିବାର। ଏହି ଦଇଟି ପରିବାର ପରଦା ଉପରେ ଅନେକ ନାଁ କମାଇସାରିଛନ୍ତି। କିନ୍ତୁ ରଣବୀରଙ୍କ ଭଉଣୀ ରିଦ୍ଧିମା […]

riddhima-kapoor

riddhima-kapoor

Rakesh Mallick
  • Published: Tuesday, 25 July 2017
  • Updated: 25 July 2017, 05:35 PM IST

Sports

Latest News

ମୁମ୍ବାଇ: ବଲିଉଡର ଏମିତି ଅନେକ ସଫଳ କଳାକାର ରହିଛନ୍ତି ଯେଉଁମାନେ ଯେତେ ସଫଳ ସେମାନଙ୍କ ସନ୍ତାନ ସେତେ ଚର୍ଚ୍ଚିତ। ସେମିତି ଏକ ପରିବାର ହେଲା କପୁର ପରିବାର। ଯେଉଁଠୁ ଅନେକ ନାମୀ ଦାମୀ କଳାକାର ବଲିଉଡ୍‌ରେ ଅନେକ ସଫଳତା ପାଇସାରିଛନ୍ତି। ଏମିତି ଦୁଇ କପୁର ପରିବାର ହେଲେ କରିଶ୍ମା କରିନାଙ୍କ ପରିବାର ଅନ୍ୟପଟେ ରଣବୀର ଓ ରିଦ୍ଧିମା କପୁରଙ୍କ ପରିବାର। ଏହି ଦଇଟି ପରିବାର ପରଦା ଉପରେ ଅନେକ ନାଁ କମାଇସାରିଛନ୍ତି। କିନ୍ତୁ ରଣବୀରଙ୍କ ଭଉଣୀ ରିଦ୍ଧିମା ଚଳଚିତ୍ର ଜଗତଠୁ ଦୁରେଇ ରହିଆସିଛନ୍ତି। କଥା ହେଉଛି ରିଦ୍ଧିମା ଓ କରୀଶ୍ମା ଉଭୟ ସମ୍ପର୍କୀୟ ଭଉଣୀ ହୋଇଥିଲେ ବି ପରସ୍ପରକୁ କେହି ପସନ୍ଦ କରନ୍ତି ନାହିଁ । ପସନ୍ଦ ତ ଦୁରର କଥା ଦୁହେଁ ପରସ୍ପରର ଚେହେରା ମଧ୍ୟ ଦେଖିବାକୁ ଚାହାଁନ୍ତି ନାହିଁ।

କାରଣ- କୁହାଯାଏ ମା ମାନଙ୍କ ପାଇଁ ଏମାନେ ଦୁଇ ଭଉଣୀ ପରସ୍ପରକୁ ପସନ୍ଦ କରନ୍ତି ନାହିଁ। ସୂଚନା ଅନୁଯାୟୀ କରୀଶ୍ମାଙ୍କ ମା ବବିତା ଓ ରିଦ୍ଧିମାଙ୍କ ମା ନିତୁ ସିଂଙ୍କ ମଧ୍ୟରେ ପ୍ରଥମରୁ ଭଲ ସମ୍ପର୍କ ନ ଥିଲା। ସେମାନେ ପରସ୍ପରକୁ ଘୃଣା କରୁଥିଲେ ସେଥିପାଇଁ ଏହି ଦୁଇ ଭଉଣୀ ମଧ୍ୟ ପରସ୍ପରକୁ ଦେଖିବାକୁ ପସନ୍ଦ କରନ୍ତି ନାହିଁ। ଏକଥା ସେତବେଳେ ସାମ୍ନାକୁ ଆସିଲା ଯେତବେଳେ ଏହି ଦୁଇ ଜଣ କେହି କାହାର ବିବାହରେ ଯୋଗ ଦେଇ ନଥିଲେ। ରଣବୀରଙ୍କ କଥା କିନ୍ତୁ ଅଲଗା ସେ ତାଙ୍କ ଦୁଇ ସମ୍ପର୍କୀୟ ଭଉଣୀ କରିନା ଓ କରିଶ୍ମାଙ୍କ ସହ ବହୁତ କ୍ଳୋଜ। କିନ୍ତୁ ପ୍ରଥମରୁ କରିନା ଓ କରିଶ୍ମା ଦୁହେଁ ରିଦ୍ଧିମା ଓ ରଣବୀରଙ୍କ ଠାରୁ ଦୂରେଇ ରହୁଥିଲେ। ଏହି ଦୁଇ ଭଉଣୀ ରଣବୀରଙ୍କ ସହ ମିଶିବା ଆରମ୍ଭ କରିଥିଲେ ମଧ୍ୟ ରିଦ୍ଧିମାଙ୍କ ସହ ଏବେବି ମନମାଳିନ ଲାଗିରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story