ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ଫିଲ୍ମ ‘ରୁସ୍ତମ’ର ଟ୍ରେଲର

ମୁମ୍ବାଇ: ଅକ୍ଷୟ କୁମାରଙ୍କ ଅପକମିଂ ଫିଲ୍ମ ‘ରୁସ୍ତମ’ର ଟ୍ରେଲର ଆଜି ରିଲିଜ ହୋଇଛି। ଫିଲ୍ମରେ  ଜଣେ  କର୍ତ୍ତବ୍ୟନିଷ୍ଠ ନୌସେନାଧିକାରୀ, ରୁସ୍ତମ  ପାଭ୍ରି ଭୂମିକାରେ  ନଜର ଆସୁଛନ୍ତି ଅକ୍ଷୟ। ଆଉ ତାଙ୍କ ଅପୋଜିଟରେ ଅଛନ୍ତି ଇଲିଆନା  ଡିକ୍ରୁଜ୍। ତାଙ୍କ ସହ ଈଶା ଗୁପ୍ତା, ସଚିନ ଖାଣ୍ଡେକର, ପୱନ ମାଲୋହୋତ୍ରା, ପରମିତ୍‌ ସେଠୀ, ଅର୍ଜନ ବେଜୱା, କେ.ସିଂହ ଓ ବ୍ରିଜେନ୍ଦ୍ର କାଲା ପ୍ରମୁଖ ବିଭିନ୍ନ ଭୂମିକାରେ ନଜର ଆସୁଛନ୍ତି। ଅଗଷ୍ଟ ୧୨ରେ ପରଦାକୁ ଆସୁଛି ‘ରୁସ୍ତମ’।

ଆହୁରି ପଢ଼ନ୍ତୁ

ଅମିତାଭ ଏବଂ ଅଭିଷେକ ବଚ୍ଚନଙ୍କୁ କରୋନା

ହସ୍ପିଟାଲରେ ଅମିତାଭ ବଚ୍ଚନ

ସଲମାନ ଖାନଙ୍କ ପୂର୍ବତନ ମ୍ୟାନେଜରକୁ ଜେରା

ପିରୁ ହ୍ରଦ ନିକଟରୁ ନିଖୋଜ ହେଲେ ଅଭିନେତ୍ରୀ

ଅଭିନେତ୍ରୀ କୋଏଲ୍ ଓ ପୂରା ପରିବାକୁ କୋରୋନା

ସୁଶାନ୍ତ ସିଂ ରାଜପୁତଙ୍କ ନାଁରେ ନାମକରଣ ହେଲା ଛକ ଓ ରାସ୍ତାର ନାଁ

ପ୍ରଭାସଙ୍କ ଫିଲ୍ମ ପୋଷ୍ଟର୍ ଶେଆର୍ କରି ସଚେତନ କରାଇଲା ପୁଲିସ୍

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ଯାଞ୍ଚ ପାଇଁ ଓକିଲ ନିଯୁକ୍ତ କଲେ ସୁବ୍ରମଣ୍ୟମ ସ୍ୱାମୀ

‘ହମ୍ କଲାକାର ହୈ’ ଜରିଆରେ ସବୁ କଳାକାରଙ୍କୁ ଅନୁପମଙ୍କ ସଲାମ୍

‘ସୁଶାନ୍ତ ସିଂହ ରାଜପୁତ ହତ୍ୟା ପଛରେ ଦାଉଦ ଇବ୍ରାହିମ୍ ଗ୍ୟାଙ୍ଗ’

ମୁମ୍ବାଇର ଗୋଟେ ଚଲ୍‌ରେ କଟିଥିଲା ସରୋଜଙ୍କ ପିଲାଦିନ, ଜଣେ ଡାକ୍ତରଙ୍କ ପାଇଁ ମିଳିଥିଲା କାମ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର