ରିଲିଜ୍ ହେଲା ‘ଟାଇଗର’

ଭୁବନେଶ୍ୱର: ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ନୂଆ ଓଡ଼ିଆ ସିନେମା ‘ଟାଇଗର’। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଲାନ ଓ ଦୀପିକା। ଏଥିରେ ବିଜୟ ମହାନ୍ତି, ମୀନକେତନ, ଜୀବନ ପଣ୍ଡା, ସଲିଲ ଓ ସରୋଜଙ୍କୁ ମଧ୍ୟ ଦେଖିବାକୁ  ମିଳିବ। ଏସ୍‌. ଦିଲ୍ଲୀପ ପଣ୍ଡା “ଟାଇଗର”ର ନିର୍ଦ୍ଦେଶନା ଦେଇଛନ୍ତି । ଗୀତଗୁଡିକୁ ସଜାଇଛନ୍ତି ଗୁଡଲି ରଥ। ପ୍ରେମ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମର ଗୀତଗୁଡିକ ବେଶ୍ ଶ୍ରୁତିମଧୁର ହୋଇଛି। ଭୁବନେଶ୍ୱରର ଶ୍ରୀୟା ଓ ଏକାମ୍ର […]

Odia-Film-Tiger-

Odia-Film-Tiger-

Rakesh Mallick
  • Published: Friday, 20 May 2016
  • Updated: 20 May 2016, 10:22 AM IST

Sports

Latest News

ଭୁବନେଶ୍ୱର: ଫିଲ୍ମି ଫ୍ରାଇଡେରେ ଆଜି ରିଲିଜ୍ ହୋଇଛି ନୂଆ ଓଡ଼ିଆ ସିନେମା ‘ଟାଇଗର’। ଫିଲ୍ମର ମୁଖ୍ୟ ଭୂମିକାରେ ଅଛନ୍ତି ଅମ୍ଲାନ ଓ ଦୀପିକା। ଏଥିରେ ବିଜୟ ମହାନ୍ତି, ମୀନକେତନ, ଜୀବନ ପଣ୍ଡା, ସଲିଲ ଓ ସରୋଜଙ୍କୁ ମଧ୍ୟ ଦେଖିବାକୁ  ମିଳିବ। ଏସ୍‌. ଦିଲ୍ଲୀପ ପଣ୍ଡା “ଟାଇଗର”ର ନିର୍ଦ୍ଦେଶନା ଦେଇଛନ୍ତି । ଗୀତଗୁଡିକୁ ସଜାଇଛନ୍ତି ଗୁଡଲି ରଥ। ପ୍ରେମ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମର ଗୀତଗୁଡିକ ବେଶ୍ ଶ୍ରୁତିମଧୁର ହୋଇଛି। ଭୁବନେଶ୍ୱରର ଶ୍ରୀୟା ଓ ଏକାମ୍ର ଟକିଜ ସମେତ ରାଜ୍ୟର ବିଭିନ୍ନ ପ୍ରେକ୍ଷାଳୟ ଫିଲ୍ମଟି ମୁକ୍ତିଲାଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos