ରିଲିଜ୍‌ ହେଲା ‘ବେଫିକର’

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ‍‘ବେଫିକର’। ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଚୋପ୍ରା। ଏଥିରେ ରଣବୀରଙ୍କୁ ଜଣେ ଦିଲ୍ଲୀର ଯୁବକ ଓ ବାଣୀ ଜଣେ ଫ୍ରାନ୍ସ ନିବାସୀ ଭାରତୀୟ ବଂଶୋଦ୍ଭବ ଭୂମିକାରେ ନଜରକୁ ଆସୁଛନ୍ତି। ପ୍ୟାରିସରେ ଉଭୟେ ପରସ୍ପରକୁ ଭେଟିବା ପରେ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଫିଲ୍ମଟି ଉଭୟ ପ୍ୟାରିସ ଓ ମୁମ୍ବାଇରେ ସୁଟିଂ କରାଯାଇଛି। ବେଫିକରରେ ମ୍ୟୁଜିକ ବିଶାଳ-ଶେଖର ଯୋଡି କମ୍ପୋଜ […]

befikre

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 10:45 AM IST

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ‍‘ବେଫିକର’। ରଣବୀର ସିଂହ ଓ ବାଣୀ କପୁରଙ୍କ ଅଭିନୀତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଚୋପ୍ରା। ଏଥିରେ ରଣବୀରଙ୍କୁ ଜଣେ ଦିଲ୍ଲୀର ଯୁବକ ଓ ବାଣୀ ଜଣେ ଫ୍ରାନ୍ସ ନିବାସୀ ଭାରତୀୟ ବଂଶୋଦ୍ଭବ ଭୂମିକାରେ ନଜରକୁ ଆସୁଛନ୍ତି।

ପ୍ୟାରିସରେ ଉଭୟେ ପରସ୍ପରକୁ ଭେଟିବା ପରେ ଫିଲ୍ମର କାହାଣୀ ଗତିଶୀଳ ହୋଇଛି। ଫିଲ୍ମଟି ଉଭୟ ପ୍ୟାରିସ ଓ ମୁମ୍ବାଇରେ ସୁଟିଂ କରାଯାଇଛି। ବେଫିକରରେ ମ୍ୟୁଜିକ ବିଶାଳ-ଶେଖର ଯୋଡି କମ୍ପୋଜ କରିଛନ୍ତି।

Related story