‘ଦଙ୍ଗଲ’ର ଟାଇଟଲ୍‌ ସଙ୍ଗ୍ ରିଲିଜ୍

ମୁମ୍ବାଇ: ଅମୀର ଖାନ୍‌ଙ୍କ ଅପକମିଂ ଫିଲ୍ମ ଦଙ୍ଗଲର ଟାଇଟଲ ସଙ୍ଗ ‘ଦଙ୍ଗଲ’ ଆଜି ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲର ଭଳି ଏହି ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଉଛି। ଏହାକୁ ଦଲେର ମେହେନ୍ଦୀ ଗାଇଛନ୍ତି। ଏହି ଗୀତକୁ ଅମିତାଭ ଭଟ୍ଟଚାର୍ଯ୍ୟ ଲେଖିଛନ୍ତି। ଏହାକୁ ଅମୀର ନିଜେ ଟ୍ୱିଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

dangal

Rakesh Mallick
  • Published: Friday, 09 December 2016
  • , Updated: 09 December 2016, 02:09 PM IST

ମୁମ୍ବାଇ: ଅମୀର ଖାନ୍‌ଙ୍କ ଅପକମିଂ ଫିଲ୍ମ ଦଙ୍ଗଲର ଟାଇଟଲ ସଙ୍ଗ ‘ଦଙ୍ଗଲ’ ଆଜି ରିଲିଜ୍ ହୋଇଛି। ଫିଲ୍ମର ଟ୍ରେଲର ଭଳି ଏହି ଗୀତ ଦର୍ଶକଙ୍କ ମନକୁ ଛୁଇଁବ ବୋଲି କୁହାଯାଉଛି। ଏହାକୁ ଦଲେର ମେହେନ୍ଦୀ ଗାଇଛନ୍ତି। ଏହି ଗୀତକୁ ଅମିତାଭ ଭଟ୍ଟଚାର୍ଯ୍ୟ ଲେଖିଛନ୍ତି।

ଏହାକୁ ଅମୀର ନିଜେ ଟ୍ୱିଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି।

Related story