‘ଖୁଲମ ଖୁଲା-ଅନ୍‌ସେନ୍‌ସର୍ଡ’କୁ ଟ୍ୱିଟରେ ପୋଷ୍ଟ୍‌ କଲେ ରିଷି

ମୁମ୍ବାଇ: ରିଷି କପୁରଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ଖୁଲମ ଖୁଲା-ଅନ୍‌ସେନ୍‌ସର୍ଡ’କୁ ଖୁବ୍‌ଶୀଘ୍ର ପଢ଼ିପାରିବେ ସିନେ ପ୍ରେମୀ ଓ ସାଧରଣ ପାଠକ। ନିଜ ବହିର ଏକ ଫଟୋ ରିଷି ଟ୍ୱିଟ୍‌ରରେ ସେୟାର କରିଛନ୍ତି। ଏହି ଫଟୋରେ ସେ ନିଜର ଦୁଇ ସାଙ୍ଗ ସୁବା ରାଓ ଏବଂ ଜୟରାମଙ୍କ ସହ ନଜର ଆସିଛନ୍ତି। ରିଷି ଗୋଟିଏ ବହିକୁ ପ୍ରଥମେ ଭଗବାନ ତିରୁପତି ବାଲାଜୀଙ୍କ ମନ୍ଦିରରେ ସମର୍ପଣ କରିଥିବା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି। ଏହି ବହିକୁ ମୀନା ଆୟାର ଲେଖିଛନ୍ତି। ବହିରେ ରିଷିଙ୍କ ଜୀବନରେ ଆସିଥିବା ଉତ୍‌ଥାନପତନ, ପରିବାର […]

rishi-kapoor-with-his-book

Rakesh Mallick
  • Published: Monday, 16 January 2017
  • , Updated: 17 January 2017, 10:41 AM IST

ମୁମ୍ବାଇ: ରିଷି କପୁରଙ୍କ ଜୀବନୀ ଉପରେ ଲିଖିତ ପୁସ୍ତକ ‘ଖୁଲମ ଖୁଲା-ଅନ୍‌ସେନ୍‌ସର୍ଡ’କୁ ଖୁବ୍‌ଶୀଘ୍ର ପଢ଼ିପାରିବେ ସିନେ ପ୍ରେମୀ ଓ ସାଧରଣ ପାଠକ। ନିଜ ବହିର ଏକ ଫଟୋ ରିଷି ଟ୍ୱିଟ୍‌ରରେ ସେୟାର କରିଛନ୍ତି। ଏହି ଫଟୋରେ ସେ ନିଜର ଦୁଇ ସାଙ୍ଗ ସୁବା ରାଓ ଏବଂ ଜୟରାମଙ୍କ ସହ ନଜର ଆସିଛନ୍ତି। ରିଷି ଗୋଟିଏ ବହିକୁ ପ୍ରଥମେ ଭଗବାନ ତିରୁପତି ବାଲାଜୀଙ୍କ ମନ୍ଦିରରେ ସମର୍ପଣ କରିଥିବା ଟ୍ୱିଟରରେ ଉଲ୍ଲେଖ କରିଛନ୍ତି।

ଏହି ବହିକୁ ମୀନା ଆୟାର ଲେଖିଛନ୍ତି। ବହିରେ ରିଷିଙ୍କ ଜୀବନରେ ଆସିଥିବା ଉତ୍‌ଥାନପତନ, ପରିବାର ଓ ଫିଲ୍ମ ଇଣ୍ଡଷ୍ଟ୍ରି ସଂପର୍କରେ ଲେଖାଯାଇଛି।

Related story