କାହା ଡରରେ ଡିମ୍ପଲଙ୍କୁ ଧୋକା ଦେଇଥିଲେ ରିଷି କପୁର: ଜାଣନ୍ତୁ ଏହି ଷ୍ଟାରଙ୍କ ଅକୁହା କଥା

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଓ ସଫଳ ଯୋଡିମାନଙ୍କ ମଧ୍ୟରୁ ନିତୁ ସିଂ ଓ ରିଷିକପୁରଙ୍କ ଜୋଡି ଅନ୍ୟତମ। ଦୁହିଁଙ୍କର  ବିବାହକୁ ପୁରିଛି 37 ବର୍ଷ। ସେମାନେ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି। ନିତୁ ସିଂ ତାଙ୍କ କ୍ୟାରିଅରର ଆରମ୍ଭ 1937ରେ ରିଶି କପୁରଙ୍କ ସହ କରିଥିଲେ। ସେହି ଫିଲ୍ମର ନା ଥିଲା ସ୍ୱାବି। କିନ୍ତୁ ଆପଣ ଜାଣିଛନ୍ତି କି ରିଷି କପୁରଙ୍କ ଜୀବନରେ ନିତୁଙ୍କ ପୂର୍ବରୁ ଆଉ ଜଣେ ମହିଳା ଥିଲେ ଯାହାକୁ ସେ […]

risi

Rakesh Mallick
  • Published: Tuesday, 11 July 2017
  • , Updated: 11 July 2017, 04:32 PM IST

ମୁମ୍ବାଇ: ବଲିଉଡରେ ଲୋକପ୍ରିୟ ଓ ସଫଳ ଯୋଡିମାନଙ୍କ ମଧ୍ୟରୁ ନିତୁ ସିଂ ଓ ରିଷିକପୁରଙ୍କ ଜୋଡି ଅନ୍ୟତମ। ଦୁହିଁଙ୍କର  ବିବାହକୁ ପୁରିଛି 37 ବର୍ଷ। ସେମାନେ ତାଙ୍କ ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି। ନିତୁ ସିଂ ତାଙ୍କ କ୍ୟାରିଅରର ଆରମ୍ଭ 1937ରେ ରିଶି କପୁରଙ୍କ ସହ କରିଥିଲେ। ସେହି ଫିଲ୍ମର ନା ଥିଲା ସ୍ୱାବି। କିନ୍ତୁ ଆପଣ ଜାଣିଛନ୍ତି କି ରିଷି କପୁରଙ୍କ ଜୀବନରେ ନିତୁଙ୍କ ପୂର୍ବରୁ ଆଉ ଜଣେ ମହିଳା ଥିଲେ ଯାହାକୁ ସେ ବହୁତ ଭଲପାଉଥିଲେ। ସେ ମହିଳାଜଣଙ୍କ ହେଉଛନ୍ତି ଡିମ୍ପଲ କପାଡିଆ। ସେ ସମୟର ରିଷି ତାଙ୍କୁ ପ୍ରପୋଜ କରିବାପାଇଁ ଚାହୁଁଥିଲେ, କିନ୍ତୁ ରିଷିଙ୍କ ପିତା ରାଜ କପୁର ଏଥିରେ ରାଜି ହୋଇନଥିଲେ। ଶେଷରେ ରିଷି ଡିମ୍ପଲଙ୍କୁ ଭୁଲିଯିବାକୁ ବାଧ୍ୟ ହୋଇଥିଲେ। ଏହାପରେ ତାଙ୍କ ଜୀବନରେ ନିତୁ ସିଂ ଆସିଥିଲେ। ନିତୁ ସିଂ ତାଙ୍କ ଜୀବନରେ ରହିବା ସତ୍ୱେ ସେ ଅନ୍ୟ ଝିଅ ମାନଙ୍କ ସହ ଫ୍ଲଟିଂ କରିବାର କିଛି ମଉକା ଛାଡୁନଥିଲେ।

Related story