ମୁମ୍ବାଇ:ପୁଣି ଏକ ପୁତ୍ର ସନ୍ତାନର ଜନକ ଓ ଜନନୀ ହୋଇଛନ୍ତି ଜେନେଲିଆ ଡିସୋଜା ଓ ରିତେଶ ଦେଶମୁଖ।
ଏନେଇ ଆଜି ରିତେଶ ତାଙ୍କ ଟ୍ୱିଟ୍ଟର ପେଜ୍ରେ ତାଙ୍କ ବଡ ପୁଅ ରିଆନ୍ଙ୍କ ନାମ ନେଇ ସୂଚନା ଦେଇ କହିଛନ୍ତି,“ହାଏ ଗାଏଜ୍, ମାଇଁ ଆଇ (ମାଁ) ଆଣ୍ଡ ବାବା ଜଷ୍ଟ ଗିଫ୍ଟେଡ୍ ମି ଏ ଲିଟିଲ୍ ବ୍ରଦର। ନାଓ ଅଲ୍ ମାଇ ଟୟଜ୍ ଆର ହିଜ୍....-ଲଭ୍ ରିଆନ୍।”
ଏହି ଟ୍ୱିଟ୍ କରିବାର ମାତ୍ର କିଛି ସମୟ ମଧ୍ୟରେ ବଲିଉଡ ଜଗତରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିଲା। ଏହି ଶୁଭେଚ୍ଛୁଙ୍କ ମଧ୍ୟରେ ବୋମନ୍ ଇରାନୀ, ଅଭିଷେକ ବଚ୍ଚନ, ଫରହାନ୍ ଖାନ୍, ସିଦ୍ଧାର୍ଥ ମାଲହୋତ୍ରା, ସାଜିଦ୍ ଖାନ୍, ହୁମା କ୍ୟୁରେସୀ, ଅନୀଲ କପୁର ଓ ବିପାଶା ବସୁ ପରି ବହୁ ଅଭିନେତା ଓ ଅଭିନେତ୍ରୀ।
ସୂଚନାଯୋଗ୍ୟ, ୨୦୦୩ରୁ ରିତେଶ ଓ ଜେନିଲିଆଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ୨୦୧୨ରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୨୦୧୪ରେ ତାଙ୍କ ଔରସରୁ ପ୍ରଥମ ସନ୍ତାନ ରିଆନ୍ ଜନ୍ମ ନେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Tollywood
'ଛୁପାନା ଭି ନେହିଁ ଆତା, ଜତାନା ଭି ନେହିଁ ଆତା...' ରଶ୍ମୀକା-ବିଜୟଙ୍କ ଡେଟିଂ ଫଟୋ ଭାଇରାଲ୍
ଉଭୟ ଡେଟିଂ ଚର୍ଚ୍ଚାକୁ ଖଣ୍ଡନ କରି ଆସୁଥିଲେ ମଧ୍ୟ ସେମାନଙ୍କର କିଛି ଫଟୋ ସେଶାଲ ମିଡିଆରେ ଭାଇରାଲ୍ ହେଉଛି।
Bollywood
ରାଗିଗଲେ ଏଆର୍ ରହମାନ, ନୋଟିସ୍ ପଠାଇଲେ, ଚେତାବନୀ ଦେଲେ
ଦୀର୍ଘ ୨୯ ବର୍ଷର ବିବାହ ପରେ ଏଆର୍ ରହମାନ ନିଜ ପତ୍ନୀ ସାଇରା ବାନୁଙ୍କ ଠାରୁ ଅଲଗା ହୋଇଛନ୍ତି। ଦୁହିଁଙ୍କ ଛାଡପତ୍ରକୁ ନେଇ ଅନେକ ପ୍ରକାରର ଖବର ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
Entertainment
ଫିଲ୍ମ ନିର୍ଦ୍ଦେଶକ ବବି ଇସଲାମଙ୍କୁ ହତ୍ୟା ଧମକ, କାହିଁକି କହିଲେ ମନୋଜ ଓ ତାଙ୍କ ଟିମ୍ ଦାୟୀ ରହିବେ
ଯଦି ତାଙ୍କର କିଛି କ୍ଷତି ହେଲା, ତା’ହେଲେ ମନୋଜ ମିଶ୍ର ଓ ତାଙ୍କ ଟିମ୍ ଦାୟୀ ରହିବେ ବୋଲି କାହିଁକି କହିଲେ ବବି?
Bollywood
ଭୋଟ ଦେଉଛି ବଲିଉଡ; ସବୁଠୁ ଆଗରେ ଖିଲାଡ଼ି କୁମାର
ବଲିଉଡର ଖିଲାଡି କୁମାର ଭୋଟ ଦେବାରେ ଆଗୁଆ ରହିଛନ୍ତି। ଆଜି ସକାଳୁ ସକାଳୁ ସେ ଜୁହୁ ବୁଥ୍ରେ ପହଞ୍ଚି ସେଠାରେ ଭୋଟ ଦେଇଛନ୍ତି।
Bollywood
ନିକାର ୨୯ ବର୍ଷ ପରେ ଏଆର ରହମାନଙ୍କ ଠାରୁ ଅଲଗା ହେଲେ ସାଇରା
ସାଇରାଙ୍କ କହିବା କଥା ଯେ ରହମାନଙ୍କ ସହ ତାଙ୍କ ସମ୍ପର୍କ ଯୋଗୁ ସେ ଅନେକ କଷ୍ଟ ସହ୍ୟ କରି ଆସୁଥିଲେ। ଏହାକୁ ସମ୍ଭାଳିବା ଆଉ ତାଙ୍କ ପକ୍ଷେ ସମ୍ଭବ ହେଉନାହିଁ।