ପ୍ରତୀକ୍ଷାର ଅନ୍ତ: ରିଲିଜ୍‌ ହେଉଛି ‘ସଚିନ: ଏ ବିଲିୟନ ଡ୍ରିମ୍ସ’ର ଟ୍ରେଲର

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବାୟୋପିକ୍‌କୁ ନେଇ ସାରା ଦୁନିଆରେ ଉତ୍କଣ୍ଠା ଲାଗି ରହିଛି। ଏହି ମହାନ କିମ୍ବଦନ୍ତୀ କ୍ରିକେଟ୍‌ରଙ୍କୁ ଫିଲ୍ମ ପରଦାରେ ଦେଖିବାକୁ କ୍ରିକେଟ୍‌ ପ୍ରେମୀ ଓ ଦର୍ଶକ ‘ଚାତକ ପକ୍ଷୀ’ ପରି ଚାହିଁ ବସିଛନ୍ତି। ତେବେ ଆଜି ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଜି ସନ୍ଧ୍ୟା ୭ଟାରେ ‘ସଚିନ: ଏ ବିଲିୟନ ଡ୍ରିମ୍ସ’ର ଟ୍ରେଲର ରିଜିଲ ହେବାକୁ ଯାଉଛି। ନିଜେ ଟ୍ୱିଟ୍‌ କରି ସଚିନ୍‌ ଏ ବିଷୟରେ ଘୋଷଣା କରିଛନ୍ତି। ‘ସଚିନ: ଏ […]

sachin_6

Rakesh Mallick
  • Published: Thursday, 13 April 2017
  • , Updated: 13 April 2017, 10:42 PM IST

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ବାୟୋପିକ୍‌କୁ ନେଇ ସାରା ଦୁନିଆରେ ଉତ୍କଣ୍ଠା ଲାଗି ରହିଛି। ଏହି ମହାନ କିମ୍ବଦନ୍ତୀ କ୍ରିକେଟ୍‌ରଙ୍କୁ ଫିଲ୍ମ ପରଦାରେ ଦେଖିବାକୁ କ୍ରିକେଟ୍‌ ପ୍ରେମୀ ଓ ଦର୍ଶକ ‘ଚାତକ ପକ୍ଷୀ’ ପରି ଚାହିଁ ବସିଛନ୍ତି। ତେବେ ଆଜି ଏହି ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ଆଜି ସନ୍ଧ୍ୟା ୭ଟାରେ ‘ସଚିନ: ଏ ବିଲିୟନ ଡ୍ରିମ୍ସ’ର ଟ୍ରେଲର ରିଜିଲ ହେବାକୁ ଯାଉଛି। ନିଜେ ଟ୍ୱିଟ୍‌ କରି ସଚିନ୍‌ ଏ ବିଷୟରେ ଘୋଷଣା କରିଛନ୍ତି। ‘ସଚିନ: ଏ ବିଲିୟନ ଡ୍ରିମ୍ସ’ ମେ ୨୬ ତାରିଖରେ ପରଦାକୁ ଆସିବ।

Related story