‘ମାଇଁ ନେମ୍‌ ଇଜ ଖାନ୍‌’ ପାଇଁ ଶାଖାରୁଖ ଓସ୍କାରର ହକଦାର: ପାଉଲୋ କୋଏଲୋ

ମୁମ୍ବାଇ: ‘ମାଇଁ ନେମ୍‌ ଇଜ ଖାନ୍‌’ ପାଇଁ ଶାଖାରୁଖ ଓସ୍କାରର ହକଦାର। ଏକଥା ଆଉ କେହି ନୁହେଁ ପ୍ରସିଦ୍ଧ ନିର୍ଦ୍ଦେଶକ ପାଉଲୋ କୋଏଲୋ କହିଛନ୍ତି। ନିଜ ଟ୍ୱିଟ୍‌ ପେଜରେ ଏନେଇ ପାଉଲୋ ପୋଷ୍ଟ କରିଛନ୍ତି। ସେ କହିଛନ୍ତି,“ଶାହାରୁଖଙ୍କ ଏହା ହେଉଛି ପ୍ରଥମ ଫିଲ୍ମ ଯାହାକମୁଁ ଦେଖିଛି। ଏଥିରେ ଶାହାରୁଖଙ୍କ ଅଭିନୟ ପ୍ରସଂଶା ଯୋଗ୍ୟ। ହଲିଉଡରେ ଭେଦଭାବ ଭଳି କିଛି ନ ଥିଲେ ଏହି ଫିଲ୍ମ ପାଇଁ ଶାହାରୁଖ ଓସ୍କାର ପାଇବାର ହକଦାର ଥିଲେ।” ଏହାର ଉତ୍ତରରେ ଶାହାରୁଖ […]

saharukha-paulo

Rakesh Mallick
  • Published: Monday, 13 February 2017
  • , Updated: 13 February 2017, 01:20 PM IST

ମୁମ୍ବାଇ: ‘ମାଇଁ ନେମ୍‌ ଇଜ ଖାନ୍‌’ ପାଇଁ ଶାଖାରୁଖ ଓସ୍କାରର ହକଦାର। ଏକଥା ଆଉ କେହି ନୁହେଁ ପ୍ରସିଦ୍ଧ ନିର୍ଦ୍ଦେଶକ ପାଉଲୋ କୋଏଲୋ କହିଛନ୍ତି। ନିଜ ଟ୍ୱିଟ୍‌ ପେଜରେ ଏନେଇ ପାଉଲୋ ପୋଷ୍ଟ କରିଛନ୍ତି।

ସେ କହିଛନ୍ତି,“ଶାହାରୁଖଙ୍କ ଏହା ହେଉଛି ପ୍ରଥମ ଫିଲ୍ମ ଯାହାକମୁଁ ଦେଖିଛି। ଏଥିରେ ଶାହାରୁଖଙ୍କ ଅଭିନୟ ପ୍ରସଂଶା ଯୋଗ୍ୟ। ହଲିଉଡରେ ଭେଦଭାବ ଭଳି କିଛି ନ ଥିଲେ ଏହି ଫିଲ୍ମ ପାଇଁ ଶାହାରୁଖ ଓସ୍କାର ପାଇବାର ହକଦାର ଥିଲେ।”

ଏହାର ଉତ୍ତରରେ ଶାହାରୁଖ ଟ୍ୱିଟ୍‌ରେ ତାଙ୍କ ଧନ୍ୟବାଦ ଜଣାଇବା ସହ ତାଙ୍କ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।

Related story