ଝିଅଙ୍କ ପଛରେ ଦୌଡ଼ି ଦୌଡ଼ି ଶାହାରୁଖ୍ ହୋଇଛନ୍ତି ଷ୍ଟାର୍‌ !

ମୁମ୍ବାଇ: ବଲିଉଡ୍‌ର ନବାବ୍ ଖାନ୍‌ ’ସୈଫ୍ ଅଲ୍ଲୀ ଖାନ୍‌’ ସବୁବେଳେ ଖୋଲାମତ ଦିଅନ୍ତି। ଏବେ ସେ ପୁଣି ଏମିତି କିଛି ମତ ଦେଇଛନ୍ତି, ଯାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇପାରେ। ଏକ ସାକ୍ଷାତକାରରେ ସେ ଭାରତୀୟ ଫିଲ୍ମରେ ମେଲ୍‌ ଷ୍ଟକର (ଯିଏ କାହା ପଛରେ (ମନ୍ଦ ଉଦ୍ଦେଶ୍ୟ ରଖି) ପଡ଼ିଯାଏ ଓ ପିଛା କରେ) ଚରିତ୍ର ସମ୍ପର୍କରେ ଆଲୋଚନା କରିଥିଲେ। ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ଏଭଳି କାହାଣୀ ଥିବା ଫିଲ୍ମ ବକ୍ସ ଅଫିସ୍‌ରେ […]

saif

saif

Jitendra Garnayak
  • Published: Saturday, 05 October 2019
  • Updated: 06 October 2019, 08:09 AM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ନବାବ୍ ଖାନ୍‌ ’ସୈଫ୍ ଅଲ୍ଲୀ ଖାନ୍‌’ ସବୁବେଳେ ଖୋଲାମତ ଦିଅନ୍ତି। ଏବେ ସେ ପୁଣି ଏମିତି କିଛି ମତ ଦେଇଛନ୍ତି, ଯାହାକୁ ନେଇ ଭିନ୍ନ ମତ ପ୍ରକାଶ ପାଇପାରେ। ଏକ ସାକ୍ଷାତକାରରେ ସେ ଭାରତୀୟ ଫିଲ୍ମରେ ମେଲ୍‌ ଷ୍ଟକର (ଯିଏ କାହା ପଛରେ (ମନ୍ଦ ଉଦ୍ଦେଶ୍ୟ ରଖି) ପଡ଼ିଯାଏ ଓ ପିଛା କରେ) ଚରିତ୍ର ସମ୍ପର୍କରେ ଆଲୋଚନା କରିଥିଲେ। ସେ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ଏଭଳି କାହାଣୀ ଥିବା ଫିଲ୍ମ ବକ୍ସ ଅଫିସ୍‌ରେ ବହୁ ଭଲ ପ୍ରଦର୍ଶନ କରିଛନ୍ତି। ସେ ଏହି ବର୍ଗରେ ‘ରାଂଝଣା’ ଫିଲ୍ମର ହିରୋ ଧନୁଷ ଓ ‘ଡର୍’ ଫିଲ୍ମର ହିରୋ ଶାହାରୁଖ ଖାନ୍‌ଙ୍କୁ ଉଦାହରଣ ଭାବେ ନେଇଥିଲେ। ଏହି ଅବସରରେ ସୈଫ୍ ବେଶ୍ ହାଲ୍‌କା ଓ ମଜା କରି କହିଥିଲେ ଯେ ଶାହାରୁଖ ଖାନ୍ ଷ୍ଟକର ଅର୍ଥାତ୍ ଝିଅଙ୍କ ପିଛା କରିବା ଚରିତ୍ରରେ ଅଭିନୟ କରି ତାଙ୍କ କ୍ୟାରିୟର ଗଢ଼ିଥିଲେ।

ସୈଫ କହିଥିଲେ ଯେ ଯେଉଁ କାହାଣୀକୁ ଭାରତୀୟ ଦର୍ଶକମାନେ ଦେଖିବାକୁ ପସନ୍ଦ କରିବେ ବୋଲି ନିର୍ମାତାମାନେ ମନେ କରନ୍ତି, ସେମାନେ ତାକୁ ନେଇ ଫିଲ୍ମ କରନ୍ତି। ସେ କହିଥିଲେ ଯେ ଷ୍ଟକର୍ ଚରିତ୍ରକୁ ବି ବଲିଉଡ୍‌ ନିର୍ମାତାମାନେ ହଲିଉଡ୍‌ରୁ କପି କରିଥିବେ। କାରଣ ବଲିଉଡ୍ ବିଦେଶୀ ଫିଲ୍ମଗୁଡ଼ିକୁ ବହୁଳ ମାତ୍ରାରେ କପି କରେ। ଏନେଇ ସେ ଶାହାରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ବାଜିଗର୍‌’ର ଉଦାହରଣ ଦେଇଥିଲେ। ସେ କହିଥିଲେ ଯେ ଏହାର କାହାଣୀ ଅରିଜିନାଲ୍‌ ନୁହେଁ। ଏହାକୁ ହଲିଉଡ୍‌ ଫିଲ୍ମ ‘ଏ କିସ୍ ବିଫୋର୍ ଡାଇଙ୍ଗ୍’ରୁ ଅଣାଯାଇଥିଲା। ଏଥିରେ ମୁଖ୍ୟ ଚରିତ୍ର ପ୍ରତିଶୋଧ ନେବା ପାଇଁ ଜଣେ ବ୍ୟକ୍ତିଙ୍କ ଘରେ ବିଶ୍ୱାସ ଜମାଇ ରହିବା ପରେ ତାଙ୍କର ଝିଅମାନଙ୍କୁ ଜଣ ଜଣ କରି ହତ୍ୟା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story