ଶାହୀଦ୍‌ଙ୍କ ଇସାନ୍‌ ଭାଇଙ୍କୁ ଡେଟ୍‌ କରୁଛନ୍ତି ସୈଫ୍‌ଙ୍କ ଝିଅ ସାରା

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଖାନ୍‌ କିଛିଦିନ ତଳେ ଇଣ୍ଡଷ୍ଟ୍ରିରେ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ଚର୍ଚ୍ଚାରେ ପରିବର୍ତ୍ତନ ଆସିଛି। ଚର୍ଚ୍ଚା ଏବେ ତାଙ୍କ ବୟଫ୍ରେଣ୍ଡକୁ ନେଇ। ଖବର ମୁତାବକ ଶହୀଦ୍‌ କପୁରଙ୍କ ସାବତ ଭାଇ ଇସାନ୍‌ ଖଡ୍ଡରଙ୍କ ସହ ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଛି। ଉଭୟ କରନ୍‌ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ଡେବ୍ୟୁ କରିବା ନେଇ ପୂର୍ବରୁ ଖବର ପ୍ରକାଶ ପାଇଥିଲା। […]

sara-ishan

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 06:02 PM IST

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ୍‌ଙ୍କ ଝିଅ ସାରା ଖାନ୍‌ କିଛିଦିନ ତଳେ ଇଣ୍ଡଷ୍ଟ୍ରିରେ ଡେବ୍ୟୁକୁ ନେଇ ଚର୍ଚ୍ଚାରେ ଥିବା ବେଳେ ଏବେ ତାଙ୍କ ଚର୍ଚ୍ଚାରେ ପରିବର୍ତ୍ତନ ଆସିଛି। ଚର୍ଚ୍ଚା ଏବେ ତାଙ୍କ ବୟଫ୍ରେଣ୍ଡକୁ ନେଇ। ଖବର ମୁତାବକ ଶହୀଦ୍‌ କପୁରଙ୍କ ସାବତ ଭାଇ ଇସାନ୍‌ ଖଡ୍ଡରଙ୍କ ସହ ସାରା ଅଲ୍ଲୀ ଖାନ୍‌ଙ୍କ ପ୍ରେମ ସଂପର୍କ ଗଢ଼ି ଉଠିଛି। ଉଭୟ କରନ୍‌ ଜୋହରଙ୍କ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ଡେବ୍ୟୁ କରିବା ନେଇ ପୂର୍ବରୁ ଖବର ପ୍ରକାଶ ପାଇଥିଲା।

ତେବେ ଶହାଦ୍‌ଙ୍କ ଭାଇ ଇସାନ୍‌ଙ୍କ ପୂର୍ବରୁ ସାରା ପୂର୍ବତନ ୟୁନିଅନ୍‌ ମିନିଷ୍ଟର ସୁଶୀଲ କୁମାର ସିନ୍ଦେଙ୍କ ନାତି ବୀର ଏବଂ ତାଙ୍କପରେ ସେ ନିଜର ଅତି ଘନିଷ୍ଠ ବନ୍ଧୁ ଅରହାନ୍‌ଙ୍କ ସହ ସଂପର୍କ ଥିବା କଥା ଶୁଣିବାକୁ ମିଳିଥିଲା।

Related story