ହିନ୍ଦୀ-ଚିନି ଭାଇ ଭାଇ: ସଲମାନ

ମୁମ୍ବାଇ: ସଲମାନ ଖାନ୍‌ ନିଜ ଟ୍ୱିଟର ଆକାଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ଜ୍ୟାକି ଚାନ୍‌ ଓ ସୋନୁ ସୁଦ୍‌ଙ୍କ ସହିତ ‘ହିନ୍ଦୀ-ଚିନି ଭାଇ ଭାଇ’ ବୋଲି କହିଛନ୍ତି। ସେ ଟ୍ୱିଟ୍‌ କରି ଜ୍ୟାକି ଚାନ୍‌ଙ୍କ ଫିଲ୍ମ ‘କୁଙ୍ଗ୍‌ ଫୁ ୟୋଗା’ର ପ୍ରମୋଟ କରିଛନ୍ତି। ସଲମାନ ଇଣ୍ଡଷ୍ଟ୍ରିରେ ନିଜର ଦିଲଦାର ଅନ୍ଦାଜ ପାଇଁ ଖୁବ୍‌ ଜଣାଶୁଣା। କେତେବେଳେ ସେ ଫିଲ୍ମରେ କାହାକୁ କାମ ଦେବାରେ ତ କେତେବେଳେ କାହାକୁ ଭଲ ଉପହାର ଦେଇ ସମସ୍ତଙ୍କ […]

salman-jackie

Rakesh Mallick
  • Published: Wednesday, 01 February 2017
  • , Updated: 01 February 2017, 03:19 PM IST

ମୁମ୍ବାଇ: ସଲମାନ ଖାନ୍‌ ନିଜ ଟ୍ୱିଟର ଆକାଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ଯେଉଁଥିରେ ସେ ଜ୍ୟାକି ଚାନ୍‌ ଓ ସୋନୁ ସୁଦ୍‌ଙ୍କ ସହିତ ‘ହିନ୍ଦୀ-ଚିନି ଭାଇ ଭାଇ’ ବୋଲି କହିଛନ୍ତି। ସେ ଟ୍ୱିଟ୍‌ କରି ଜ୍ୟାକି ଚାନ୍‌ଙ୍କ ଫିଲ୍ମ ‘କୁଙ୍ଗ୍‌ ଫୁ ୟୋଗା’ର ପ୍ରମୋଟ କରିଛନ୍ତି।

ସଲମାନ ଇଣ୍ଡଷ୍ଟ୍ରିରେ ନିଜର ଦିଲଦାର ଅନ୍ଦାଜ ପାଇଁ ଖୁବ୍‌ ଜଣାଶୁଣା। କେତେବେଳେ ସେ ଫିଲ୍ମରେ କାହାକୁ କାମ ଦେବାରେ ତ କେତେବେଳେ କାହାକୁ ଭଲ ଉପହାର ଦେଇ ସମସ୍ତଙ୍କ ପ୍ରିୟ ସାଜିଥାନ୍ତି।

Related story