ଲଭ୍ ଗୁରୁ ଫ୍ଲପ୍‌ : ସଲୁମିଆଁ କହିଲେ ବାହାଘର କେବଳ ଅର୍ଥଶ୍ରାଦ୍ଧ, ମୁଁ ପ୍ରେମରେ ବିଶ୍ୱାସ କରେନି

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ବୟ ହେଉଛନ୍ତି ସଲମନ୍‌ ଖାନ୍‌। ହିନ୍ଦୀ ସିନେମାରେ ନୂଆ ନୂଆ ସୁନ୍ଦରୀ ଲଳନାଙ୍କୁ ଚାନ୍ସ ଦେଇ ସେମାନଙ୍କ ସହ ରୋମାନ୍ସ କରିବାରେ ମାହିର ହେଉଛନ୍ତି ସଲମନ୍‌ । ହେଲେ ୫୧ ବର୍ଷରେ କୁଆଁରା ରହିଥିବା ସଲମନ୍‌ଙ୍କ ବିବାହ କଥା ଉଠିଲେ ସେ ପୁରାପୁରି ଚିଂ ଉଠନ୍ତି । ବିବାହ ଶବ୍ଦଟି ଯେମିତି ତାଙ୍କ ପାଇଁ  ଛାଡ଼ପତ୍ର ଭଳି। ସମ୍ପର୍କ ଭାଙ୍ଗିଗଲେ ଯେମିତି ସ୍ୱାମୀ ସ୍ତ୍ରୀ ମଧ୍ୟ ଫାଟ ସୃଷ୍ଟି ହୁଏ ଠିକ୍‌ ସେମିତି […]

salman

salman

Rakesh Mallick
  • Published: Monday, 26 June 2017
  • Updated: 26 June 2017, 08:40 PM IST

Sports

Latest News

ମୁମ୍ବାଇ: ବଲିଉଡ୍‌ର ବ୍ୟାଚଲର ବୟ ହେଉଛନ୍ତି ସଲମନ୍‌ ଖାନ୍‌। ହିନ୍ଦୀ ସିନେମାରେ ନୂଆ ନୂଆ ସୁନ୍ଦରୀ ଲଳନାଙ୍କୁ ଚାନ୍ସ ଦେଇ ସେମାନଙ୍କ ସହ ରୋମାନ୍ସ କରିବାରେ ମାହିର ହେଉଛନ୍ତି ସଲମନ୍‌ । ହେଲେ ୫୧ ବର୍ଷରେ କୁଆଁରା ରହିଥିବା ସଲମନ୍‌ଙ୍କ ବିବାହ କଥା ଉଠିଲେ ସେ ପୁରାପୁରି ଚିଂ ଉଠନ୍ତି । ବିବାହ ଶବ୍ଦଟି ଯେମିତି ତାଙ୍କ ପାଇଁ  ଛାଡ଼ପତ୍ର ଭଳି। ସମ୍ପର୍କ ଭାଙ୍ଗିଗଲେ ଯେମିତି ସ୍ୱାମୀ ସ୍ତ୍ରୀ ମଧ୍ୟ ଫାଟ ସୃଷ୍ଟି ହୁଏ ଠିକ୍‌ ସେମିତି ବିବାହ ଶବ୍ଦଟି ସଲୁମିଆଙ୍କ ପାଇଁ ପାଚେରୀ ହୋଇଯାଇଛି। ମାନେ କେହି କାହାକୁ ଭେଟିବା ପାଇଁ ନାରାଜ୍‌। ତେବେ ଏହି ବିବାହ ବନ୍ଧନକୁ ନେଇ ଏକ ଇଣ୍ଟର୍ଭ୍ୟୁରେ ନିଜ ମତ ସ୍ପଷ୍ଟ କରିଛନ୍ତି ସଲମନ୍‌। ସେ କହିଛନ୍ତି ବିବାହ ହେଉଛି ଏକ ଅର୍ଥଶ୍ରାଦ୍ଧ ।

ଆଉ ସେ ଏଥିରେ ଫସିବାକୁ ଚାହାନ୍ତି ନାହିଁ। ସଲମନ୍‌ ଗତ କିଛି ମାସ ହେବ ଲୁଲିଆ ଭଣ୍ଟୁର ନାମ୍ନୀ ଜଣେ ବିଦେଶିନୀଙ୍କ ପ୍ରେମରେ ପଡ଼ିଥିବା ଚର୍ଚ୍ଚା  ହୋଥିଲା। ଏପରିକି ବିଭିନ୍ନ ଇଭେଣ୍ଟରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା । କଥା ଉଠିଥିଲା କାଳେ ଦୁହେଦୁହିଁଙ୍କୁ ବିବାହ କରିବେ। ଲଭ୍‌ ଗୁରୁ ଭାବେ ଜଣାସୁଣା ସଲମନ୍‌ ପ୍ରେମକୁ ନେଇ ମଧ୍ୟ ନକରାତ୍ମକ ମତ ରଖିଛନ୍ତି ସଲମନ୍‌। କହିଛନ୍ତି ସେ ପ୍ରେମକୁ ବିଶ୍ୱାସ କରନ୍ତି। ନାହିଁ ଦୁନିଆର ଏମିତି କିଛି କାରଣ ନାହିଁ ଯାହା ପାଇଁ ପ୍ରେମ ଶବ୍ଦଟି ତିଷ୍ଟି ରହିଛି। ତମେ ଯାହାକୁ ଭଲ ପାଉଥିବ ହୁଏତ ସିଏ ତମକୁ ଛାଡ଼ିଦେଇପାରେ। କିନ୍ତୁ ଏହି ପ୍ରେମ ଶବ୍ଦଟି କେତେଜଣଙ୍କ ପାଇଁ ଜରୁରି (ନିଡି) ହୋଇଟାଇଛି।  ଏଥିରେ ସେ ବିଶ୍ୱାସ କରନ୍ତି ନାହିଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story