ବିଦେଶରେ ବି ଭାଇଜାନ୍‌ କ୍ରେଜ୍‌: ସଲମାନ୍‌ଙ୍କ ନାଁରେ ଶୋ’ ‘ହାଉସ୍‌ଫୁଲ୍‌’

ମୁମ୍ବାଇ:  ଭାଇଜାନ ସଲମାନ ଖାନ୍‌ଙ୍କୁ କିଏ ବା ନ ଜାଣେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ  ଅଧିକ ରୋଜଗାର କରିଥାନ୍ତି ଭାଇଜାନ୍‌। ତାଙ୍କ ନାଁରେ ଫିଲ୍ମ ହିଟ୍‌ହୋଇଥାଏ। ଯେକୌଣସି ଫିଲ୍ମ କରିଥାନ୍ତି  ତାହା  ବକ୍ସ ଅଫିସରେ  ଧମାଲ ମଚେଇ ଥାଏ। ବଲିଉଡ୍ ନୁହେଁ, ସବୁଆଡେ ତାଙ୍କର  ପ୍ରଂଶସକ ରହିଛନ୍ତି।  ଯଦି କେହି ସଲମାନ ଖାନ୍‌ଙ୍କୁ ପୃଥିବୀର ବଡ଼ ସୁପରଷ୍ଟାର କହି ତାଙ୍କ ନାମରେ ଟିକେଟ୍‌ ବିକ୍ରି କରୁଥାଏ ତାହା  ହେଲେ ଆଶ୍ଚର୍ଯ୍ୟ ହେବାର  କ’ଣ ଅଛି। Far East and […]

salman

Rakesh Mallick
  • Published: Monday, 20 March 2017
  • , Updated: 20 March 2017, 12:15 PM IST

ମୁମ୍ବାଇ:  ଭାଇଜାନ ସଲମାନ ଖାନ୍‌ଙ୍କୁ କିଏ ବା ନ ଜାଣେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ  ଅଧିକ ରୋଜଗାର କରିଥାନ୍ତି ଭାଇଜାନ୍‌। ତାଙ୍କ ନାଁରେ ଫିଲ୍ମ ହିଟ୍‌ହୋଇଥାଏ। ଯେକୌଣସି ଫିଲ୍ମ କରିଥାନ୍ତି  ତାହା  ବକ୍ସ ଅଫିସରେ  ଧମାଲ ମଚେଇ ଥାଏ। ବଲିଉଡ୍ ନୁହେଁ, ସବୁଆଡେ ତାଙ୍କର  ପ୍ରଂଶସକ ରହିଛନ୍ତି।  ଯଦି କେହି ସଲମାନ ଖାନ୍‌ଙ୍କୁ ପୃଥିବୀର ବଡ଼ ସୁପରଷ୍ଟାର କହି ତାଙ୍କ ନାମରେ ଟିକେଟ୍‌ ବିକ୍ରି କରୁଥାଏ ତାହା  ହେଲେ ଆଶ୍ଚର୍ଯ୍ୟ ହେବାର  କ’ଣ ଅଛି।

Far East and Down ଅଣ୍ଡରରେ ସଲମାନ୍‌ ଖାନ୍ ଏକ  ଷ୍ଟେଜ୍  ଶୋ’ କରିବାର ଅଛି। ଶୋ’ର ଆୟୋଜକ ସଲମାନ୍‌ଙ୍କୁ ପୃଥିବୀର  ସବୁଠାରୁ ବଡ଼ ସୁପରଷ୍ଟାର କହି ଟିକେଟ୍‌ବିକ୍ରି କରୁଛନ୍ତି। ଶୋ’ର ଆୟୋଜକ ଟିକେଟ୍ ବିକ୍ରି କରିବା ପାଇଁ ଏହି ଫର୍ମୁଲା ଆପଣେଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ବିଦେଶରେ ମଧ୍ୟ ସଲମାନ ଖାନ୍‌ଙ୍କ ପ୍ରଂଶସକ ବଢୁଛନ୍ତି।

ଭାଇଜାନ୍‌ ବର୍ତ୍ତମାନ ଅପକମିଂ ଫିଲ୍ମ ‘ଟାଇଗର ଜିନ୍ଦା ହେ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

Related story