ବିଗ୍‌ବସରେ ହୋଷ୍ଟ କରିବାକୁ ମନାକଲେ ସଲମାନ!

ଆରମ୍ଭ ହେବାକୁ ଯାଉଛି ବହୁଚର୍ଚ୍ଚିତ ରିଆଲିଟି ଶୋ ବିଗ୍‌ବସର ଆଉ ଏକ ନୂଆ ସିଜିନ୍। କିନ୍ତୁ ଏହି ସିଜିନରେ ଶୋ’କୁ ହୋଷ୍ଟ କରିବେନାହିଁ ସଲମାନ ଖାନ। ଏଥର ଅନ୍ୟଜଣେ ବଲିଉଡ ଷ୍ଟାର ଏହି ଶୋ’କୁ ହୋଷ୍ଟ କରିବାକୁ ଯାଉଛନ୍ତି। ଯାହା ସୂଚନା ମିଳୁଛି ଅକ୍ଷୟ କୁମାର ଏହି ଶୋ’କୁ ହୋଷ୍ଟ କରିପାରନ୍ତି। ତେବେ ସଲମାନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଥିବାରୁ ଏହି ରିଆଲିଟି ଶୋ’କୁ ହୋଷ୍ଟ କରିବେ ନାହିଁ ବୋଲି ଜଣାପଡିଛି। ବିଗ୍‌ବସ ପାଇଁ […]

bigboss

bigboss

Rakesh Mallick
  • Published: Friday, 30 June 2017
  • Updated: 30 June 2017, 06:50 PM IST

Sports

Latest News

ଆରମ୍ଭ ହେବାକୁ ଯାଉଛି ବହୁଚର୍ଚ୍ଚିତ ରିଆଲିଟି ଶୋ ବିଗ୍‌ବସର ଆଉ ଏକ ନୂଆ ସିଜିନ୍। କିନ୍ତୁ ଏହି ସିଜିନରେ ଶୋ’କୁ ହୋଷ୍ଟ କରିବେନାହିଁ ସଲମାନ ଖାନ। ଏଥର ଅନ୍ୟଜଣେ ବଲିଉଡ ଷ୍ଟାର ଏହି ଶୋ’କୁ ହୋଷ୍ଟ କରିବାକୁ ଯାଉଛନ୍ତି। ଯାହା ସୂଚନା ମିଳୁଛି ଅକ୍ଷୟ କୁମାର ଏହି ଶୋ’କୁ ହୋଷ୍ଟ କରିପାରନ୍ତି। ତେବେ ସଲମାନ ତାଙ୍କ ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଥିବାରୁ ଏହି ରିଆଲିଟି ଶୋ’କୁ ହୋଷ୍ଟ କରିବେ ନାହିଁ ବୋଲି ଜଣାପଡିଛି। ବିଗ୍‌ବସ ପାଇଁ ତାଙ୍କର ବହୁତ ସମୟ ଯାଉଛି ସେଥିପାଇଁ ଚଳିତ ସିଜିନରେ ସେ ବିଗ୍‌ବସକୁ ହୋଷ୍ଟ ନ କରି ନିଜ ଫିଲ୍ମରେ ପୁରା ସମୟ ଦେବାପାଇଁ ଚାହୁଁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos