ଆୱାର୍ଡ ନେବାକୁ ପସନ୍ଦ କରନ୍ତିନି ସଲମାନ: କାହିଁକି ଜାଣିଛନ୍ତି?

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌। ଏବେ ସେ ନିଜ ସଂପର୍କରେ ଖୋଲିଛନ୍ତି ଏକ ଗୁମର। ଖୋଲିକି କହିଛନ୍ତି, କାହିଁକି ସେ କୌଣସି ଜାଗାରେ ଆୱାର୍ଡ ବା ପୁରସ୍କାର ନିଅନ୍ତି ନାହିଁ। ସେ କହିଛନ୍ତି, “ମୁଁ  ଷ୍ଟେଜକୁ ଫରଫର୍ମ କରିବାକୁ ଯାଇଥାଏ। କିନ୍ତୁ ଆୱାର୍ଡ ପାଇଁ ନୁହେଁ। ମୋତେ କେବେ କୌଣସି ଆୱାର୍ଡ ମିଳିନାହିଁ। ଥରେ ସପୋର୍ଟିଂ ଆକ୍ଟର ଭାବେ ମୁଁ ଆୱାର୍ଡ ପାଇଥିଲି। କିନ୍ତୁ ଏହାକୁ ମୁଁ ଘରକୁ ନେଇ ଯାଇନଥିଲି। ମୋତେ ଆୱାର୍ଡ ପସନ୍ଦ […]

salman

salman

Rakesh Mallick
  • Published: Saturday, 15 July 2017
  • Updated: 15 July 2017, 12:32 PM IST

Sports

Latest News

ମୁମ୍ବାଇ: ଦବଙ୍ଗ ଖାନ୍‌ ସଲମାନ୍‌ ଖାନ୍‌। ଏବେ ସେ ନିଜ ସଂପର୍କରେ ଖୋଲିଛନ୍ତି ଏକ ଗୁମର। ଖୋଲିକି କହିଛନ୍ତି, କାହିଁକି ସେ କୌଣସି ଜାଗାରେ ଆୱାର୍ଡ ବା ପୁରସ୍କାର ନିଅନ୍ତି ନାହିଁ। ସେ କହିଛନ୍ତି, “ମୁଁ  ଷ୍ଟେଜକୁ ଫରଫର୍ମ କରିବାକୁ ଯାଇଥାଏ। କିନ୍ତୁ ଆୱାର୍ଡ ପାଇଁ ନୁହେଁ। ମୋତେ କେବେ କୌଣସି ଆୱାର୍ଡ ମିଳିନାହିଁ। ଥରେ ସପୋର୍ଟିଂ ଆକ୍ଟର ଭାବେ ମୁଁ ଆୱାର୍ଡ ପାଇଥିଲି। କିନ୍ତୁ ଏହାକୁ ମୁଁ ଘରକୁ ନେଇ ଯାଇନଥିଲି। ମୋତେ ଆୱାର୍ଡ ପସନ୍ଦ ନୁହେଁ। ”

ସଲମାନ୍‌ କହିଛନ୍ତି, “ବହୁତ ଦିନ ପୂର୍ବରୁ ଏକ ମେଗାଜିନର ଏଡିଟର ମୋତେ ଆୱାର୍ଡ ଶୋ’କୁ  ଯିବାକୁ  କହିଥିଲେ। କାରଣ ମୋତେ  ‘ମୈନେ ପ୍ୟାର କିୟା କେ’ ପାଇଁ ନୋମିନେଟ୍‌ କରାଯାଇଥିଲା। ତାଙ୍କ କଥା ମାନି ଆୱାର୍ଡ ଶୋ’କୁ ଯାଇଥିଲି। କିନ୍ତୁ  ସେଠାରେ ଏପରି କିଛି ଘଟିଥିଲା ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆୱାର୍ଡ  ଶୋ’ରେ ନୋମିନେଟଙ୍କ ନାମ ଘୋଷଣା କରାଯାଇଥିଲା। ମୋର ନାମ ମଧ୍ୟ ଘୋଷଣା କରାଯାଇଥିଲା। ମୁଁ  ଆୱାର୍ଡ ନେବାକୁ  ଷ୍ଟେଜକୁ ଗଲାବେଳେ ମୁଁ ନୋମିନେଟ ନୁହେଁ ବୋଲି ଘୋଷଣା କରାଯାଇଥିଲା। ସେହି ଦିନଠାରୁ ମୁଁ ଶପଥ ନେଲି ମୁଁ କୌଣସି ଆୱାର୍ଡ ଶୋ’କୁ ଯିବି ନାହିଁ କି ଆୱାର୍ଡ ନେବି ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story