ହଲ୍‌ରେ ସୁନ୍ଦରୀଙ୍କୁ ଦେଖି ଫିଦା ହୋଇଗଲେ ଭାଇଜାନ୍‌

ମୁମ୍ବାଇ: ୫୬ ବର୍ଷରେ ପଦାର୍ପଣ କରି ସାରିଥିବା ଭାଇଜାନ ସଲମାନ ଖାନ ଏବେବି ବଲିଉଡର ମୋଷ୍ଟ ଇଲିଜିବୁଲ ବ୍ୟାଚଲର ।  ତାଙ୍କ ପାଇଁ ପାଗଳ ବହୁ ଯୁବତୀ। ସଲମାନଙ୍କ ଗାର୍ଲଫ୍ରେଣ୍ଡ ତାଲିକା ବି କିଛି କମ୍‌ ନୁହେଁ। ବହୁ ହିରୋଇନଙ୍କ ସହ ତାଙ୍କର ଥିଲା ଆଫେୟାର । ତଥାପି ସେ ସିଙ୍ଗଲ। କେବଳ ଦେଶରେ ନୁହେଁ, ଦେଶ ବାହାରେ ବି ସଲମାନଙ୍କ ଦିୱାନୀଙ୍କ ତାଲିକା କିଛି କମ୍‌ ନୁହେଁ। ତାଙ୍କର ଏକ ଝଲକ ପାଇବାକୁ ଯୁବତୀ ପାଗଳ […]

salman khan

salman khan

Niharika Rout
  • Published: Tuesday, 12 April 2022
  • Updated: 12 April 2022, 11:22 AM IST

Sports

Latest News

ମୁମ୍ବାଇ: ୫୬ ବର୍ଷରେ ପଦାର୍ପଣ କରି ସାରିଥିବା ଭାଇଜାନ ସଲମାନ ଖାନ ଏବେବି ବଲିଉଡର ମୋଷ୍ଟ ଇଲିଜିବୁଲ ବ୍ୟାଚଲର ।  ତାଙ୍କ ପାଇଁ ପାଗଳ ବହୁ ଯୁବତୀ। ସଲମାନଙ୍କ ଗାର୍ଲଫ୍ରେଣ୍ଡ ତାଲିକା ବି କିଛି କମ୍‌ ନୁହେଁ। ବହୁ ହିରୋଇନଙ୍କ ସହ ତାଙ୍କର ଥିଲା ଆଫେୟାର । ତଥାପି ସେ ସିଙ୍ଗଲ।

କେବଳ ଦେଶରେ ନୁହେଁ, ଦେଶ ବାହାରେ ବି ସଲମାନଙ୍କ ଦିୱାନୀଙ୍କ ତାଲିକା କିଛି କମ୍‌ ନୁହେଁ। ତାଙ୍କର ଏକ ଝଲକ ପାଇବାକୁ ଯୁବତୀ ପାଗଳ ।  ହେଲେ ସଲମାନ କାହା ପାଇଁ ପାଗଳ। ସଲମାନଙ୍କ ଏକ ଥ୍ରୋବ୍ୟାକ୍‌ ଫଟୋ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫଟୋରେ ସଲମାନ ଏକ ହଲ୍‌କୁ ଯାଇଥିବା ବେଳେ ସେଠାରେ ତାଙ୍କ ନଜର ଜଣେ ସାଧାରଣ ଯୁବତୀଙ୍କ ଉପରେ ପଡ଼ିଥିଲା।

[caption id="attachment_726678" align="aligncenter" width="650"]salman khan ସଲମାନ ଖାନ ।[/caption]

ଯୁବତୀଙ୍କ ଉପରେ ଆଖି ପଡ଼ୁ ପଡ଼ୁ ସଲମାନଙ୍କ ମୁହଁରେ ଦେଖିବାକୁ ମିଳିଛି ଅଜବ ସ୍ମାଇଲ । ଏହି ଫଟୋ ଏବେ ସୋଶାଲ ମିଡିଆରେ ଖୁବ୍‌ ଜୋରରେ ଭାଇରାଲ ହେଉଥିବା ବେଳେ ଭାଇଜାନଙ୍କ ଅନ୍ଦାଜ ଫ୍ୟାନ୍ସଙ୍କୁ ବି ଖୁବ୍‌ ପସନ୍ଦ ଆସୁଛି।  ହେଲେ ଏହି ଫଟୋ କେବେକାର ତାହା ସ୍ପଷ୍ଟ ହୋଇ ନାହିଁ। ଜଣେ ସୋଶାଲ ମିଡିଆ ୟୁଜର୍ସ କହିଛନ୍ତି, ଭାବୁଛି ଭାଇଜାନଙ୍କ ଦିଲ୍‌ କାହା ଉପରେ ଆସିଯାଇଛି। ଆଉ ଜଣେ ଲେଖିଛନ୍ତି, ଆଇ ଲଭ ୟୁ ସଲମାନ । ଆଉ କିଛି ପଚାରିଛନ୍ତି ଏହି ଖୁବସୁରତ ହସିନା କିଏ ।

ୱର୍କଫ୍ରଣ୍ଟ କଥା କହିଲେ, ସଲମାନ ଶେଷ ଥର ପାଇଁ ‘ଅନ୍ତିମ’ ଫିଲ୍ମରେ ନଜର ଆସିଥିଲେ। ଖୁବ୍‌ ଶୀଘ୍ର ତାଙ୍କୁ କ୍ୟାଟ୍ରିନାଙ୍କ ସହ ଟାଇଗର-୩ରେ ଦେଖିବାକୁ ମିଳିବା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos