ଦବଙ୍ଗ ଖାନ୍‌ଙ୍କ ଭଣଜା ପାଦରେ ବଜାଇଲେ ପିଆନୋ

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ ଶର୍ମା ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଏଥିରେ ତାଙ୍କ ପୁଅ ଅହିଲ ପାଦରେ ପିଆନୋ ବଜାଉଛନ୍ତି। ସୋହେଲ ଖାନ ଅହିଲଙ୍କୁ ଧରିଛନ୍ତି ଓ ସେ ବଡ଼ ମସ୍ତୀରେ ପିଆନୋ ବଜାଉଛନ୍ତି। ଅର୍ପିତା ସଲମାନଙ୍କ ସହ ଅହିଲଙ୍କର କିଛି ଫଟୋ ପୋଷ୍ଟ୍‌ କରିଛନ୍ତି। ଅର୍ପିତା ସବୁବେଳେ ସଲମାନ ଓ ଅହିଲଙ୍କ ଫଟୋ ସେୟାର କରନ୍ତି।

ahil1

Rakesh Mallick
  • Published: Sunday, 23 April 2017
  • , Updated: 23 April 2017, 08:39 AM IST

ମୁମ୍ବାଇ: ସଲମାନ ଖାନ୍‌ଙ୍କ ଭଉଣୀ ଅର୍ପିତା ଖାନ୍‌ ଶର୍ମା ନିଜର ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରିଛନ୍ତି। ଏଥିରେ ତାଙ୍କ ପୁଅ ଅହିଲ ପାଦରେ ପିଆନୋ ବଜାଉଛନ୍ତି। ସୋହେଲ ଖାନ ଅହିଲଙ୍କୁ ଧରିଛନ୍ତି ଓ ସେ ବଡ଼ ମସ୍ତୀରେ ପିଆନୋ ବଜାଉଛନ୍ତି।

ଅର୍ପିତା ସଲମାନଙ୍କ ସହ ଅହିଲଙ୍କର କିଛି ଫଟୋ ପୋଷ୍ଟ୍‌ କରିଛନ୍ତି। ଅର୍ପିତା ସବୁବେଳେ ସଲମାନ ଓ ଅହିଲଙ୍କ ଫଟୋ ସେୟାର କରନ୍ତି।

Related story